Uncategorized

୨ ଆତଙ୍କୀ ନିହତ, ଜଣେ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ଖବୀ ପାଇଥିଲା କି ଶ୍ରୀନଗରର ନାଭାକଡାଲ ଅଞ୍ଚଳରେ ଦୁଇ ଜଣ ଲୁଚି ରହିଛନ୍ତି । ଏହା ପରେ ସୁରକ୍ଷା ବଳ ପକ୍ଷରୁ ସେମାନଙ୍କୁ ଘେରାବନ୍ଦୀ କରାଯାଇଥିଲା । ଆତଙ୍କବାଦୀ ସୁରକ୍ଷା ବଳ ଉପରେ ଗୁଳି ଚଳାଇବାରୁ ସୁରକ୍ଷା ବଳ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚଳାଯାଇଥିଲା । ଏହି ଗୁଳି ବିନିମୟରେ ତେହେରିକ୍-ଏ-ହୁରିୟାତ୍ ଅଧ୍ୟକ୍ଷ ଆଶରଫ ସେହରାଇଙ୍କ ପୁତ୍ର ଜୁନାଦ ସେହରାଇ ଓ ତାର ସହଯୋଗୀଙ୍କ ମୃତ୍ୟୁ ହେବା ସହ ଜଣେ ଯବାନ ସହିଦ ହେବା ସହ ୪ ଜଣ ଯବାନ ଆହତ ହୋଇଛନ୍ତି ।

Related posts

ନୂଆ ନିୟମ: କରୋନା ଆକ୍ରାନ୍ତ ଚିହ୍ନଟ ପରେ କଲୋନୀ, ସୋସାଇଟି ସିଲ ହେବ ନାହିଁ

mahabharatanews

ପୂର୍ଣ୍ଣ ଦରମା ପାଇଁ ନିଯୁକ୍ତିଦାତାଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଉପରେ ଜବାବ ମାଗିଲେ ସୁପ୍ରିମ କୋର୍ଟ

mahabharatanews

ବିଷଧର ସାପ ସହ ଖେଳିଲା ନିଶାଡ଼ି, ରାଗରେ ଚୋଟ ପକାଇଲା ନାଗ

mahabharatanews