ଭାରତ

ଟ୍ରେନ୍ ଦୁର୍ଘଟଣା : ୫୦ରୁ ଅଧିକ ଯାତ୍ରୀ ଆହତ 

(ଆନ୍ଧ୍ରପ୍ରଦେଶ) : ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣା ମାମଲା । ୨୯ ଅକ୍ଟୋବର ୨୯ ତାରିଖରେ ଆନ୍ଧ୍ରପ୍ରେଦଶର ହାୱାଡ଼ା-ଚେନ୍ନାଇ ରୁଟର, ବିଶାଖାପଟନମ୍ ପଲାସା ପାସେଞ୍ଜର ଟ୍ରେନକୁ ପଛରୁ ଧକ୍କା ଦେଇଥିଲା ରାୟଗଡ଼ା ପାସେଞ୍ଜର ଟ୍ରେନ୍ ।

ସୂଚନାନୁଯାୟୀ  ,ରେଳ ଦୁର୍ଘଟଣାରେ ଲୋକ ପାଇଲଟ, ତାଙ୍କ ସହଯୋଗୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା । ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ବର୍ତ୍ତମାନ ଏହି ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାର କାରଣ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ରାୟଗଡ଼ା ପାସେଞ୍ଜର ଟ୍ରେନର ଲୋକ ପାଇଲଟ ମୋବାଇଲରେ କ୍ରିକେଟ୍ ଦେଖି ଟ୍ରେନ ଚଳାଇଥିଲେ । ଯେଉଁଥି ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଥିଲା ।

 

Related posts

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଫେରି ସେବା ଆରମ୍ଭ 

mahabharatanews

 ଝାଲାୱାଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା,୯ ମୃତ

mahabharatanews

ଅଚାନକ ଭୁଶୁଡିଗଲା ଇନଡୋର ଷ୍ଟାଡିୟମ

mahabharatanews