Uncategorized

ଦେଶରେ କରୋନାରେ ୩୦୨୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ସକାଳ ୮ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସମଗ୍ର ଦେଶରେ ୯୬୧୬୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୦୨୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ଓ ୩୬୮୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୃତକ ଓ ଆକ୍ରାନ୍ତରେ ମହାରାଷ୍ଟ୍ର ଏବେବି ଆଗରେ ରହିଛି ।
ମହାରାଷ୍ଟ୍ରରେ ୧୧୯୮ ଜଣ, ଗୁଜରାଟରେ ୬୫୯ ଜଣ, ମଧ୍ୟପ୍ରଦେଶରେ ୨୪୮ ଜଣ, ପଶ୍ଚମବଙ୍ଗରେ ୨୩୮ ଜଣ, ରାଜସ୍ଥାନରେ ୧୩୧ ଜଣ, ଦିଲ୍ଲୀରେ ୧୬୦ ଜଣ, ଉତ୍ତରପ୍ରଦେଶରେ ୧୦୪ ଜଣ, ତାମିଲନାଡୁରେ ୭୮ ଜଣ, ଆନ୍ଧ୍ରପ୍ରଦେଶରେ ୫୦ ଜଣ, କର୍ଣ୍ଣାଟକରେ ୩୭ ଜଣ, ପଞ୍ଜାବରେ ୩୫ ଜଣ, ତେଲେଙ୍ଗାନାରେ ୩୪ ଜଣ, ହରିୟାଣାରେ ୧୪ ଜଣ, କଶ୍ମୀରରେ ୧୩ ଜଣ, ଆସାମରେ ୨ ଜଣ, ବିହାରରେ ୮ ଜଣ, ଚଣ୍ଡିଗଡ଼ରେ ୩ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ ଝାଡ଼ଖଣ୍ଡରେ ୩ ଜଣ, କେରଳରେ ୪ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୪ ଜଣ, ପୁଦ୍ଦୁଚେରୀରେ ୧ଜଣ, ଉତ୍ତରାଖଣ୍ଡରେ ୧ ଜଣ ମୃତ୍ୟୁବରଣ କରିଛନ୍ତି ।

Related posts

ଆଜି ଭୁବନେଶ୍ୱରରୁ ୫ କରୋନା ପଜିଟିଭ ଚିହ୍ନଟ

mahabharatanews

୭ବର୍ଷ ପଛୁଆ ଦେଶ: ଏବେ ବି ଏଠାରେ ଚାଲିଛି ୨୦୧୨ ମସିହା

mahabharatanews

ସୁପ୍ରିମକୋର୍ଟରେ ଓମାରଙ୍କ ଅଟକ ମାମଲା

mahabharatanews