ଭାରତ

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ,୭ମୃତ 

(ପଶ୍ଚିମବଙ୍ଗ) : ଅଚାନକ ପଶ୍ଚିମବଙ୍ଗର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ଫଳରେ ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା‌ବେଳେ ଅନେକ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ପୁଲିସ ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଦମକଳ ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି।

ସୂଚନାନୁଯାୟୀ , ଆବଶ୍ୟକ ଅନୁମତି ନନେଇ ବାଣ ପ୍ରସ୍ତୁତି ପାଇଁ କଞ୍ଚାମାଲ ମହଜୁଦ ରଖାଯାଇଥିଲା। ଆହତମାନଙ୍କୁ ବରାସାତ୍‌ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବଡ଼ ଧରଣର ବିସ୍ଫୋରଣ ଯୋଗୁଁ ନିକଟରେ ଅବସ୍ଥିତ ଘରଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚିଛି।

Related posts

ସହର ଭିତରେ ବୁଲୁଛି ହାତୀ

mahabharatanews

ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ବଡ ଦାବି କଲେ ମୁସଲିମ ଅଧ୍ୟକ୍ଷ 

mahabharatanews

ଡିସେମ୍ବରର ଦ୍ୱିତୀୟ ସପ୍ତାହରୁ ଶୀତ ଅଧିବେଶନ

mahabharatanews