ଓଡିଶା

ରାହୁଲଙ୍କୁ ସ୍ୱାମୀ ଚକ୍ରପାଣିଙ୍କ କଟାକ୍ଷ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । କଂଗ୍ରେସ ସେବାଦଳର ପୁସ୍ତକରେ ନାଥୁରାମ ଗଡସେ ଓ ସାବରକରଙ୍କ ମଧ୍ୟରେ ସମଲୈଙ୍ଗିକ ସମ୍ପର୍କ ଥିବା ଦାବି କରାଯାଇଛି । ଏହାକୁ ନେଇ ସ୍ୱାମୀ ଚକ୍ରପାଣି କହିଥିଲେ, ସାବରକରଙ୍କ ବିଷୟରେ ଏହା ଏକ ହାସ୍ୟସ୍ପଦ ଆରୋପ । ଆମେ ମଧ୍ୟ ଶୁଣିଛୁ, ରାହୁଲ ଗାନ୍ଧୀ ସମଲୈଙ୍ଗିକ । ବାସ୍ତବରେ, ମଧ୍ୟପ୍ରଦେଶରେ କଂଗ୍ରେସ ସେବାଦଳ ପୁସ୍ତକରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା, ନାଥୁର।।ମ ଗଡସେ ଓ ବିଡି ସାବରକରଙ୍କ ନାମ ଉଲ୍ଲେଖ ରହିଛି । ଏଥିସହ ପୁସ୍ତକରେ ଉଭୟ ସାବରକର ଓ ନାଥୁରାମଙ୍କ ମଧ୍ୟରେ ସମଲୈଙ୍ଗିକ ସମ୍ପର୍କ ଥିବାର ଉଲ୍ଲେଖ ରହିଛି ।

Related posts

ଆଇଜି କଲେଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ରାଜ୍ୟରେ ହଜାରେ ଉପରେ ଦୈନିକ କରୋନା ସଂକ୍ରମଣ: ଖୋର୍ଦ୍ଧାକୁ ଟପିଲା ସୁନ୍ଦରଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା

mahabharatanews

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ନେଇ ପ୍ରତିବାଦ

mahabharatanews