Uncategorized

ଚାନ୍ଦକୁ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଏହି ଦେଶର ଲୋକମାନେ

(ମହାଭାରତ): ସ୍ୱିଡେନ ଏଭଳି ଏକ ଦେଶ ଯେଉଁଠାରେ ୧୦୦ ଦିନ ପର୍ଯ୍ୟନ୍ତ ଆକାଶରୁ ସୂର୍ଯ୍ୟ ଅସ୍ତ ହୋଇନଥାନ୍ତି । ମଇଠାରୁ ଅଗଷ୍ଟ ପର୍ଯ୍ୟନ୍ତ ଅସ୍ତମିତ ହୋଇନଥାନ୍ତି । ସେଠାକାର ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀୀ, ବହୁ ଥର ମଧ୍ୟରାତ୍ରୀରେ ସୂର୍ଯ୍ୟ ଅସ୍ତ ହୁଅନ୍ତୁ କିନ୍ତୁ ସକାଳ ୪ଟାରେ ଉଦୟ ହୋଇଯାଆନ୍ତି ।
ଆଇସଲ୍ୟାଣ୍ଡ: ଏହା ୟୁରୋପର ଏକ ଦ୍ୱୀପ । ଏଠାରେ ମଧ୍ୟରାତ୍ରୀରେ ସୁର୍ଯ୍ୟଙ୍କ କିରଣ ଦେଖିବା ବହୁତ ରୋମାଞ୍ଚକର । ଏଠାରେ ମଇରୁ ଜୁଲାଇ ପର୍ଯ୍ୟନ୍ତ ମାତ୍ର ଗୋଟିଏ ଥର ସୂର୍ଯ୍ୟଅସ୍ତ ହୋଇଥାଏ ।
କାନାଡା: କାନାଡାକୁ ବିଶ୍ୱର ସବୁଠାରୁ ଦ୍ୱିତୀୟ ବଡ ରାଷ୍ଟ୍ର ବୋଲି କୁହାଯାଏ । ଏଠାରେ ଲମ୍ବା ସମୟ ପର୍ଯ୍ୟନ୍ତ ତୁଷାରପାତ ହୋଇଥାଏ । କିଛି କିଛି ସ୍ଥାନରେ ୫୦ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଅସ୍ତ ହୁଅନ୍ତୁ ନାହିଁ । ଏଠାରେ ଦିନରାତି ସୂର୍ଯ୍ୟଙ୍କ ରଶ୍ମୀ ନଜର ଆସିଥାଏ ।
 ଫିନଲ୍ୟାଣ୍ଡ: ଫିନଲ୍ୟାଣ୍ଡ ଦେଶର ସବୁଠାରୁ ଆକର୍ଷକ ସ୍ଥାନ । ଏହାର ଚତୁଃପାଶ୍ୱର୍ରେ ବରଫରେ  ଆବୃତ । ଏଠାରେ ୭୩ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଅସ୍ତ ହୋଇନଥାନ୍ତି ।
ଆଲାସ୍କା: ଆଲାସ୍କା ଗ୍ଲେସିୟର ପାଇଁ ବେଶ ପ୍ରସିଦ୍ଧ । ଏଠାରେ ମଇରୁ ଜୁଲାଇ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ ।

Related posts

ରାଜ୍ୟସଭାର ଦ୍ୱିତୀୟ ଇଂନିସ ଆରମ୍ଭ କଲେ ସସ୍ମିତ

mahabharatanews

ନୌସେନା ମୁଖ୍ୟଙ୍କ ୪ ଦିନିଆ ଶ୍ରୀଲଙ୍କା ଗସ୍ତ

mahabharatanews

ସମ୍ପର୍କୀୟା ଖୁଡିଙ୍କୁ ଦୁଷ୍କର୍ମ ଅଭିଯୋଗ, ପୁତୁରା ଗିରଫ

mahabharatanews