ଓଡିଶା

ଡଙ୍ଗରିଆ ଆଦିବାସୀମାନଙ୍କୁ ୨୦୦ ମାସ୍କ ବାଣ୍ଟିଲେ ସ୍ୱେଚ୍ଛାସେବୀ

(ସନ୍ତୋଷ ଲମ୍ବାଟା/ରାୟଗଡା): ରାୟଗଡା ଜିଲ୍ଲା କଲ୍ୟାଣସିଂ ବ୍ଲକର ଡ. ଆମ୍ବେଦକର ୟୁଥ କ୍ଲବ ତରଫରୁ ଡଙ୍ଗରିଆ ଆଦିବାସୀମାନଙ୍କୁ ୨୦୦ ଟି ମାସ୍କ ମାଗଣାରେ ବଣ୍ଟନ କରାଯିବା ସହ କରୋନା ଭାଇରସ ସମ୍ବନ୍ଧିୟ ସଚେତନତା କରାଯାଇଥିଲା । ଏହି ପରିପ୍ରେକ୍ଷିରେ କ୍ଲବର ସଭାପତି ରାଜେଶ କୌଶଲ୍ୟା, ସୁବାଷ ଗରଡିଆ, ଅଶୋକ ଗରଡିଆ, ଉପସ୍ଥଇତ ଥିଲେ ।

Related posts

ପରକୀୟା ପ୍ରିତୀରେ ହଟହଟା ପ୍ରେମୀ ଯୁଗଳ

mahabharatanews

ଆସନ୍ତା ୩ଦିନ ପ୍ରବଳ ବର୍ଷା ସମ୍ଭାବନା

mahabharatanews

୨୦୨୦-୨୧ ଶିକ୍ଷାବର୍ଷ ଲାଗି ବୃଦ୍ଧି ପାଇବ ନାହିଁ ସ୍କୁଲ ଫି

mahabharatanews