ଓଡିଶା

ମାଓବାଦୀଙ୍କ ଲଙ୍କା କାଣ୍ଡ

(ମାଲକାନଗିରି/ସୂର୍ଯ୍ୟକାନ୍ତ ବେହେରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଲକଡାଉନ ଯୋଗୁଁ ରାସ୍ତା କାମ ବନ୍ଦ ଥିଲା । ସାମାନ୍ୟ କୋହଳ ପରେ ଠିକାଦାର କାମ ଆରମ୍ଭ କରିଥିଲେ । କିରଣ୍ଡୁଲ ନିକଟରେ କାର୍ୟ୍ୟରେ ନିୟୋଜିତ ଗୋଟିଏ ଜେସିବି ଓ ୨ଟି ହାଇଓ୍ଵା ଗାଡିକୁ ଜାଳିଦେଲେ ମାଓବାଦୀ । ଘଟଣାସ୍ଥଳରେ ସିଆଇଏସଏଫ ଯବାନ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Related posts

ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ

mahabharatanews

ଅବସରପ୍ରାପ୍ତ ପୋଲିସ ଅଫିସରସ୍ କଲ୍ୟାଣ ଆସୋସିଏସନ ତରଫରୁ ଚତୁର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

mahabharatanews

ମହାମାୟୀ ଯାତ୍ରା ପାଇଁ ଦାରୁ ଖୁଣ୍ଟ ସ୍ଥାପିତ

mahabharatanews