ଓଡିଶା

ମାଓବାଦୀଙ୍କ ଲଙ୍କା କାଣ୍ଡ

(ମାଲକାନଗିରି/ସୂର୍ଯ୍ୟକାନ୍ତ ବେହେରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଲକଡାଉନ ଯୋଗୁଁ ରାସ୍ତା କାମ ବନ୍ଦ ଥିଲା । ସାମାନ୍ୟ କୋହଳ ପରେ ଠିକାଦାର କାମ ଆରମ୍ଭ କରିଥିଲେ । କିରଣ୍ଡୁଲ ନିକଟରେ କାର୍ୟ୍ୟରେ ନିୟୋଜିତ ଗୋଟିଏ ଜେସିବି ଓ ୨ଟି ହାଇଓ୍ଵା ଗାଡିକୁ ଜାଳିଦେଲେ ମାଓବାଦୀ । ଘଟଣାସ୍ଥଳରେ ସିଆଇଏସଏଫ ଯବାନ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Related posts

୭୭ ତମ ସାଧାରଣତନ୍ତ୍ର ଦିବସ ଆଡମ୍ବର ସହକାରେ ପାଳିତ

mahabharatanews

ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

mahabharatanews

ଉଦଳା ବିଧାୟକଙ୍କ ବିଭିନ୍ନ କ୍ୱାରେନଟାଇନ ସେଣ୍ଟର ଗସ୍ତ

mahabharatanews