ଓଡିଶା

ଟ୍ରେଡ ୟୁନିୟନର ପ୍ରତିବାଦ ଦିବସ ପାଳିତ

(ତାରାକାନ୍ତ ନାୟକ / ସାଲେପୁର): କଟକଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଫିସ ସମ୍ମୁଖରେ ଆଜି ଏଆଇଟିୟୁସିର ପ୍ରତିବାଦ ଦିବସ ପାଳିତ ହୋଇଯାଇଛି।ବ୍ଲକ ସମ୍ପାଦକଙ୍କ ନେତୃତ୍ୱରେ ଅନେକ ଶ୍ରମିକ ବିଭିନ୍ନ ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ,ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ନିଶ୍ଚିନ୍ତକୋଇଲି ବିଡ଼ିଓଙ୍କ ଜରିଆରେ ଦେଇଥିଲେ।ଏହି ପ୍ରତିବାଦ ଦିବସ ଶୋଭାଯାତ୍ରାରେ ଶ୍ରମିକ ନେତା , ସରୋଜ କୁମାର ସ୍ୱାଇଁ, ପ୍ରଦୀପ କୁମାର ତାରାଇ, ଲିଟନ କୁମାର ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।

Related posts

ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କଲା ପୋଲିସ

mahabharatanews

ନୂଆଖାଇ ଲାଗି ଆଜି ବାହାରିବ ଲଗ୍ନ 

mahabharatanews

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

mahabharatanews