ଓଡିଶା

ଖଲ୍ଲିକୋଟ ବିଧାୟିକାଙ୍କ ଗାଁରେ ଗୋଷ୍ଠୀ ସଙ୍ଘର୍ଷ

(ହର ପ୍ରସାଦ ବିଷୋଇ / ଗଞାମ) ; ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟିକା ସୂର୍ୟ୍ୟମଣି ବୈଦ୍ୟଙ୍କ ଗାଁ ରେ ଗୋଷ୍ଠୀ ସଂଘର୍ଷ ଜ୍ଝ ବିଧାୟିକା ଙ୍କ ବାସ ଭବନ ଉପରେ ଗୋଟିଏ ଗୋଷ୍ଠୀ ଆକ୍ରମଣ କରିଥିବା ସୂଚନା ଜ୍ଝ ବିଧାୟକାଙ୍କ ଗାଁ ରେ ବିଧାୟିକାଙ୍କ ଦୁଇ ଜଣ ସମର୍ଥକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ । ଦୁଇ ଜଣ ଗୁରୁତର ଆହତ ହୋଇ ଖଲ୍ଲିକୋଟ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ତାଙ୍କୁ ବ୍ରହ୍ମପୁର ଜ୍ଞଳମଶ ସ୍ଥାନାନ୍ତର କରା ଯାଇଛି । ଏବଂ ବିଧାୟିକାଙ୍କ ନିଜ ଗାଁ ରେ କ୍ରମାଗତ ଚାଲିଛି ବୋମା ମାଡ଼ ।ଏହି ସମୟରେ ବିଧାୟିକା ଘରେ ନଥିବା ସୂଚନା ମିଳିଛି ।

Related posts

ରାମ ମନ୍ଦିର ଶିଳାନ୍ୟାସ ପରେ ଶେରଗଡରେ ବଜରଙ୍ଗ ଦଳ ତରଫରୁ ପୁଜାର୍ଚ୍ଚନା

mahabharatanews

ସକ୍ରିୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ୫ ଦିନ ବର୍ଷିବ

mahabharatanews

ଆଜିଠୁ ଜନତା ମୈଦାନରେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

mahabharatanews