ଭାରତ

ଅସୁସ୍ଥ ହେଲେ ବିଗ ବି

(ମୁମ୍ବାଇ) : ଅସୁସ୍ଥ ହୋଇପଡିଛନ୍ତି ବଲିଉଡ ବିଗ ବି । ତେବେ ଫ୍ୟାନ୍‌ମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହୋଇପଡିଥିବା ବେଳେ ଏନେଇ ବିଗ୍‌ ବି’ ନିଜେ ଗତକାଲି ରାତିରେ ଏଭଳି କିଛି ଟ୍ୱିଟ୍‌ କରିଛନ୍ତି।

ସୂଚନାନୁଯାୟୀ , ପ୍ରକୃତରେ ରବିବାର ରାତିରେ ଅମିତାଭ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍‌ କରି କହିଛନ୍ତି, ‘ ମୋ ହାର୍ଟ ବିଟ୍‌ ବଢ଼ି ଯାଉଛି। ମୁଁ ଚିନ୍ତିତ ଅନୁଭବ କରୁଛି। ଆଶା କରୁଛି ସବୁ କିଛି ଠିକ୍‌ ହୋଇଯିବ।’ ଏହି ଟ୍ୱିଟ୍‌ ସାମ୍ନାକୁ ଆସିବା ପରେ ଅମିତାଭ ବଚ୍ଚନ ଅସୁସ୍ଥ ଥିବା ନେଇ ଚର୍ଚ୍ଚା ହେଉଛି। ଆଗକୁ ଅମିତାଭ ବଚ୍ଚନଙ୍କ ଅପ୍‌କମିଂ ଫିଲ୍ମ ‘ଝୁଣ୍ଡ’ ଅସିବାକୁ ଯାଉଛି। ଏହି ଫିଲ୍ମକୁ ଦୀର୍ଘ ଦିନ ଧରି ଫ୍ୟାନ୍‌ମାନେ ଅପେକ୍ଷା କରିଥିଲେ। ମାର୍ଚ୍ଚ ୪ ତାରିଖରେ ବଡ ପରଦାରେ ଫିଲ୍ମଟି ରିଲିଜ ହେବ।

Related posts

‘ହିମାଚଳରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ ‘;  ମୁଖ୍ୟମନ୍ତ୍ରୀ

mahabharatanews

ବିଗ୍ ବି’ଙ୍କୁ ରାକ୍ଷୀ ବାନ୍ଧି ଚର୍ଚାରେ ଦିଦି

mahabharatanews

ତୃତୀୟ ଦିନରେ ଶୀତକାଳୀନ ଅଧିବେଶନ

mahabharatanews