ଅପରାଧଓଡିଶା

ଏସଟିଏଫ ପଞ୍ଝାରେ ୨ ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର: ଏସଟିଏଫ ପଞ୍ଝାରେ ୨ଗଞ୍ଜେଇ ବ୍ୟବସାୟୀ । ଅନୁଗୁଳ କିଶୋରନଗର ବାଙ୍କପଲାଶା ଅଞ୍ଚ ଳରୁ ଗିରଫ କରିଛି ଏସଟିଏଫ । ଗିରଫ ୨ ଯୁବକ ଜଣକ ହେଲେ ସୁଶାନ୍ତ କୁମାର ସାହୁ ଏବଂ ଯୁଗଳ ସାହୁ ବୋଲି ଜଚ୍ଚାପଡିଛି । ଗଞ୍ଜେଇ କାରବାର ନେଇ ଗଞ୍ଜେଇ କାରବାର ନେଇ ଏସ୍ଟିଏଫ୍ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା ।

ଏହାପରେ ଟିମ୍ ଅନୁଗୁଳ ବାଙ୍କପଲାଶା ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ଏସ୍ଟିଏଫ୍ ଟିମ୍ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୬୫ କେଜି ଚୋରା ଗଞ୍ଜେଇ ସହ ଏହାସହ ଗୋଟିଏ ଦାମୀ କାର୍ , ଗୋଟିଏ ପଲସର୍ ବାଇକ୍ ଏବଂ ଗୋଟିଏ ବନ୍ଧୁକ ଜବତ କରିଛି ଏସ୍ଟିଏଫ୍ । ଏନେଇ ଏସ୍ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।

 

Related posts

ସିଏଏ ଉଚ୍ଛେଦ ଦାବିରେ ନବରଙ୍ଗପୁରରେ ବିଶାଳ ରାଲି

mahabharatanews

ରଗବୀ ଆସୋସିଏସନର ଖେଳାଳୀଙ୍କୁ ଶୁଭେଚ୍ଛାର ସୁଅ ଛଟୁଛି

mahabharatanews

ଗଛରେ ପିଟି ହେଲା କାର, ୩ ଗୁରୁତର

mahabharatanews