ଓଡିଶା

ହାଜତ ମୃତ୍ୟୁରେ ବଦଳିଲେ ତଦନ୍ତକାରୀ ଅଫିସର

ବରଗଡ଼: ବରଗଡ଼ ଥାନା ହାଜତ ମୃତ୍ୟୁ ମାମଲା । ଏନ ଏଚ ଆର ସି ଗାଇଡ଼ ଲାଇନ ଅନୁସାରେ ବଦଳିଲେ ଏ ଏସ ଆଇ ଏସ କେ ବେହେରା । ଆଇ ଆଇ ସି ରେଙ୍କର ଜଣେ ଅଧିକାରୀ ଏହି ମାମଲାର ତଦନ୍ତ ଅଧିକାରୀ ହେବେ । ପୋଷ୍ଟ ମର୍ଟମ ରିପୋର୍ଟ ସହ କେଉଁ ପରିସ୍ଥିତିରେ ଆସିଲା , କେତେବେଳେ ଅସୁସ୍ଥ ଅନୁଭବ କଲେ ଓ କେତେ ବେଳେ ତାଙ୍କୁ ମେଡିକାଲ ନେଲେ ସେ ଦିଗରେ ହେବ ତଦନ୍ତ । ଏନ ଏଚ ଆର ସି ଗାଇଡ଼ ଲାଇନ ଅନୁସାରେ ତଦନ୍ତ ହେଉଛି ନା ନାହିଁ ତାହାର ତଦାରଖ କରିବେ ଅତିରିକ୍ତ ଡିସିପି ରେଙ୍କର ଅଧିକାରୀ । ୪୮ ଘଣ୍ଟା ଭିତରେ ଏହି ରିପୋର୍ଟ ଡିସିପିଙ୍କୁ ରିପୋର୍ଟ ଦିଆଯିବ । ଡିସିପି ଏହି ରିପୋର୍ଟ ଏନ ଏଚ ଆର ସି କୁ ପଠାଇବେ ।

Related posts

ଆସନ୍ତା ୨୫ ଯାଏ ଶୀତ ଲହରୀ ଜାରି ସମ୍ଭାବନା: ଅନାବଶ୍ୟକ ସ୍ଥଳେ ଘରେ ରହିବାକୁ ପରାମର୍ଶ

mahabharatanews

ମାଘ ପୂର୍ଣ୍ଣିମାରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

mahabharatanews

ଆସନ୍ତା ୨୪ ଘଣ୍ଟାରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା 

mahabharatanews