ଭାରତ

ବିମାନ ଯାତ୍ରାବେଳେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିମାନଯାତ୍ରାବେଳେ ମାସ୍କ ବାଧ୍ୟତାମୂଳକ ବୋଲି ଡିଜିସିଏ ପକ୍ଷରୁ କୋଭିଡ୍ ଗାଇଡଲାଇନରେ କୁହାଯାଇଛି । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଗାଇଡଲାଇନ ଜାରି କରାଯାଇଛି । ବିଶେଷ କ୍ଷେତ୍ରରେ ମାସ୍କ ଖୋଲିବାକୁ ଅନୁମତି ଦିଆଯିବ । ନିୟମ ଉଲଂଘନକାରୀଙ୍କୁ ‘ନୋ ଫ୍ଲାଏ’ ଲିଷ୍ଟରେ ରଖାଯିବାକୁ ଡିଜିସିଏ ପକ୍ଷରୁ ଘୋଷଣା କରାଯାଇଛି ।

Related posts

 ଜି-୨୦ ସମ୍ମିଳନୀ: ୧୦ ଯାଏଁ ସ୍କୁଲ୍‌ ଏବଂ ସରକାରୀ ଅଫିସ ବନ୍ଦ 

mahabharatanews

ହାଇକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଝଟକା, ଜେଲରେ ରହିବେ ଅରବିନ୍ଦ କେଜ୍ରିୱାଲ

mahabharatanews

ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ; ୨୦ ହଜାର ଅତିକ୍ରମ କଲା ସଂକ୍ରମଣ

mahabharatanews