ଭାରତ

ବିଶ୍ୱକପରେ ସ୍ଥାନ ପାଇବେ କୋଭିଡ ପଜିଟିଭି ଖେଳାଳି

ବ୍ୟୁରୋ :ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିଶ୍ୱକପ୍ ପ୍ରସ୍ତୁତିକୁ ନେଇ ଆଇସିସି ଏକ ବଡ ପରିବର୍ତ୍ତନ ଆଣିଛି । କୋଭିଡ ପଜିଟିଭି ଖେଳାଳି ବି ମ୍ୟାଚ ଖେଳିପାରିବେ । ସଂକ୍ରମିତ ଖେଳାଳିଙ୍କୁ ଆଉ ଆଇସୋଲେସନରେ ରହିବାକୁ ପଡିବନି । ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରି ଅନୁମତି ଆଣିବାକୁ ପଡିବ । ଅନୁମତି ନମିଳିଲେ ଉକ୍ତ ଖେଳାଳିଙ୍କ ସ୍ଥାନରେ ବଦଳି ଖେଳାଳି ସୁଯୋଗ ପାଇବେ । ନେଗେଟିଭ ରିପୋର୍ଟ ଆସିବା ପରେ ପୁନର୍ବାର ସେ ମ୍ୟାଚ ଖେଳିପାରିବେ

Related posts

ସତସଙ୍ଗରେ ଦଳାଚକଟା, ୫୦ରୁ ଅଧିକ ମୃତ୍ୟୁ

mahabharatanews

ଦିଲ୍ଲୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୫୬ ମୃତ

mahabharatanews

CBSE’ର ବଡ଼ କାର୍ଯ୍ୟାନୁଷ୍ଠାନ; ୨୦ଟି ସ୍କୁଲ ରଦ୍ଦ ସହ ୩ଟି ଡାଉନଗ୍ରେଡ୍ 

mahabharatanews