ଓଡିଶା

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ଭଦ୍ରକ/ସେକ ଫଇଜାନ କାଦରୀ : ଭଦ୍ରକ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ମାନ୍ୟବର ବିଧାୟକ ଡ଼ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ମାନ୍ୟବର ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ଭଦ୍ରକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଞ୍ଜିବ କୁମାର ମଲ୍ଲିକ, ବାସୁଦେବପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ମାନ୍ୟବର ବିଧାୟକ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଜେନା, ଧାମନଗର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ତଳ ଏବଂ ଭଦ୍ରକ ଜିଲ୍ଲାପାଳ ମହୋଦୟ ବୈଠକରେ ଉପସ୍ଥିତ ଥିଲେ ।

Related posts

ରାଜ୍ୟରେ ଆଉ ୧୬ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ବାଲୁଗାଁର ରେ ‘ଜିରୋ ଫାଟାଲିଟ ଉଇକ୍’ ପାଳିତ

mahabharatanews

କରଞ୍ଜିଆ: ଟ୍ରେଜେରୀ ଅଫିସରେ ଭୟାବହ ଅଗ୍ନିକାଣ୍ଡ

mahabharatanews