ଓଡିଶା

୫ମ ଥର ପାଇଁ ମାଧବାନନ୍ଦ ପୃଷ୍ଟି ପାଟଣା ବ୍ଲକ ସଭାପତି

(ମହାଭାରତ, ପାଟଣା): ଲଗାତାର ୫ମ ଥର ପାଇଁ ମାଧବାନନ୍ଦ ପୃଷ୍ଟି ପାଟଣା ବ୍ଲକର ବିଜୁ ଜନତା ଦଳର ସଭାପତି ହୋଇଛନ୍ତି । ଦଳ ପ୍ରତି ତାଙ୍କ ଆନୁଗତ୍ୟ ପାଇଁ ସେ ପୁଣି ସଭାପତି ପଦ ସମ୍ଭାଳିଛନ୍ତି । ସେ ପାଟଣା ବ୍ଲକ ଖମୁଆ ବ୍ଲକ ଗାଁର ବାସିନ୍ଦା । ଜଣେ ମେଳାପୀ ସଂଗଠକ ଓ ନିର୍ଭୀକ ବ୍ୟକ୍ତିତ୍ୱ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା । ପଞ୍ଚମଥର ପାଇଁ ସେ ବିଜେଡି ବ୍ଲକ ସଭାପତି ହୋଇଥିବାରୁ ବିିଜେଡି ନେତା ଓ ଅଞ୍ଚଳବାସୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Related posts

ବିଶ୍ୱ ମହିଳା ଦିବସ ଅବସରରେ ମହିଳା ଇନ୍ସପେକ୍ଟରଙ୍କ ସହ ଅନ୍ୟ ମହିଳା ମାନେ ପାଳିଲେ ମହିଳା ଦିବସ ।

mahabharatanews

ହତ୍ୟା କରି ଫେରାର୍‌ ହୋଇ ଅଭିଯୁକ୍ତ ଲୁଚିଥିଲା ଗାଁର ପାଣି ଟାଙ୍କି ଉପରେ

mahabharatanews

ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୮ ମୃତ

mahabharatanews