ଓଡିଶା

ବସ୍ତା ଥାନା ପତ୍ରଝଡ଼ା ପଞ୍ଚାୟତ କରଞ୍ଜିଆ ଗ୍ରାମରେ ଅଘଟଣ

ବାଲେଶ୍ଵର : ବସ୍ତା ଥାନା ପତ୍ରଝଡ଼ା ପଞ୍ଚାୟତ କରଞ୍ଜିଆ ଗ୍ରାମରେ ଅଘଟଣ। ହାତୀ ନେଲା ମଣିଷର ଜୀବନ। ହାତୀ ଆକ୍ରମଣରେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ। ମୃତ ଜଣକ ହେଲେ କରଞ୍ଜିଆ ଗ୍ରାମର ଭୋଲା ରାମ। ହାତୀ ପାଇଁ ସାଧରଣରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ, ଘଟଣା ସ୍ଥଳରେ ପ୍ରଶାସନ, ପୋଲିସ ଓ ବନବିଭାଗ ପହଂଚି ଘଟଣାର ଅଧିକ ତଦନ୍ତ ଚଲାଇଛି।

Related posts

ବିଜେଡିର ସାମ୍ବାଦିକ ସମ୍ମିଳନୀ

mahabharatanews

ଅସୁସ୍ଥ ଅଛନ୍ତି ବରିଷ୍ଠ ନେତା ଦାମ ରାଉତ

mahabharatanews

 ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ୫-ଟି ସଚିବ 

mahabharatanews