ଓଡିଶା

ରାୟଗଡା ଜିଲ୍ଲାରେ ଶୂନ୍ୟ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳିତ

ରାୟଗଡ଼ା / ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ପୋଲିସ୍ ଓ ଆଞ୍ଚଳିକ ପରିବହନ କାଯ୍ୟାଳୟ ତରଫରୁ ଟ୍ରକ୍ ମାଲିକ ସଂଘ ଓ ମୋଟର କର୍ମଚାରୀ ସଂଘର ସହାୟତାରେ ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ କାର୍ୟକ୍ରମ ର ସଚେତନା ଶିବିର ସ୍ଥାନୀୟ ପିତ।ମହଲ ଠାରେ ଅନୁଷ୍ଟିତ ହୋଇଯାଉଛି।ଏହି କାଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଅର୍.ଟି.ଓ ଶିବଶଙ୍କର ଚୌଧୁରୀ ଉପସ୍ତିତ ରହିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଏମ.ଭି.ଆଇ ରାଜ୍ କୁମାର ବେହେରା ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ ଅବସରରେ ସମସ୍ତଙ୍କ ସହାୟତା ରେ ରାୟଗଡ଼ା ଜିଲ୍ଲାରେ ସଫଳ କରିବା କାମନା କରିଛନ୍ତି । ଏହି କାଯ୍ୟକ୍ରମରେ ଟ୍ରକ୍ ୟୁନିଅନ୍ ସଂଘର ସଭାପତି ବି. ମନ୍ମଥ ରାଓ ଓ ସାଧାରଣ ସମ୍ପାଦକ ଶ୍ରୀ ଶଙ୍କର ଦୋରା ଙ୍କ ସମେତ ବହୁ ଟ୍ରକ୍ ମାଲିକ ଉପସ୍ଥିତ ରହିଥିଲେ।

Related posts

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା, ଓ୍ଵାର୍ଣ୍ଣିଂ ଜାରି

mahabharatanews

ଅଚ୍ୟୁତାନନ୍ଦଙ୍କ ପବିତ୍ର ପଦ୍ମବନ ପୀଠରେ ପୁଷ୍ୟାଭିଷେକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ

mahabharatanews

ବିବାହିତା ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ

mahabharatanews