ଓଡିଶାଦୁର୍ଘଟଣା

କେମିକାଲ ମିଶ୍ରଣ ବେଳେ ଗୋଳାବାରୁଦ କରାଖାନାରେ ବିସ୍ଫୋରଣ ,୨ଗୁରୁତର

ବଲାଙ୍ଗୀର: ଗୋଳାବରୁଦ କାରଖାନାରେ ବିସ୍ଫୋରଣ । ବଲାଙ୍ଗରୀ ସ୍ଥିତ ଗୋଳାବାରୁଦ କାରଖାନାରେ ୟୁନିଟି -୩ କେମିକାଲ ମିଶ୍ରଣ ବେଳେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣରେ ୨ଜଣ ଗୁରୁତର ଆହାତ ହୋଇଥିବା ବେଳେ ଉଭୟଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇିଛି ।ଗୁରୁତର ହୋଇଥିବା ୨ଜଣ ହେଲେ ସରୋଜ ପଣ୍ଡା ଓ ଗୌତମ ମହାନନ୍ଦ । ଏହି ବିସ୍ଫୋରଣରେ ମୁହଁ ଓ ଆଖିରେ ଗଭୀର ଆଘାତ ଲାଗିଥିବା କୁହାଯାଉଚି ।

Related posts

୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

mahabharatanews

ରାଜ୍ୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ

mahabharatanews

୫୬ ବର୍ଷ ବୟସରେ ପୂର୍ବତନ ବିଧାୟକ ରବୀନ୍ଦ୍ର ଭୋଇଙ୍କ ପରଲୋକ

mahabharatanews