ଭାରତ

ଆସନ୍ତାକାଲି ‘ଜି୨୦’ବୈଠକ: ବାଦ ପଡିବ ଚୀନ

(କାଶ୍ମୀର) : କଶ୍ମୀରରେ ‘ଜି୨୦’ ବୈଠକକୁ ଚୀନ୍‌ ତୀବ୍ର ବିରୋଧ କରିଛି । ଶୁକ୍ରବାର ଦିନ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍‌ ୱେନ୍‌ବିନ୍‌ କହିଛନ୍ତି ଯେ, ‘ବିବାଦୀୟ’ ଅଞ୍ଚଳରେ କୌଣସି ପ୍ରକାରର ‘ଜି୨୦’ ବୈଠକକୁ ତୀବ୍ର ବିରୋଧ କରୁଥିବାରୁ ଚୀନ୍‌ ଏହି ବୈଠକରେ ଯୋଗ ଦେବନାହିଁ।

ସୂଚନାନୁଯାୟୀ ,ଶ୍ରୀନଗରରେ ହେବାକୁ ଥିବା ‘ଜି୨୦’ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଏହା ହେଉଛି ଚୀନ୍‌ ଦେଇଥିବା ପ୍ରଥମ କଠୋର ମନ୍ତବ୍ୟ ମେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀନଗରରେ ‘ଜି୨୦ ଟୁରିଜିମ୍‌ ୱାର୍କିଙ୍ଗ୍‌ ଗ୍ରୁପ୍‌’ର ୩ୟ ବୈଠକ ଆୟୋଜନ କରାଯାଇଛି।

Related posts

INS ବ୍ରହ୍ମପୁତ୍ରରେ ଅଗ୍ନିକାଣ୍ଡ ଘଟଣା, ରାଜନାଥଙ୍କୁ ଭେଟିଲେ ନୌସେନା ମୁଖ୍ୟ

mahabharatanews

mahabharatanews

ପୁଣି ୫୦ଟଙ୍କା ବଢିଲା ଗ୍ୟାସଦର

mahabharatanews