ଭାରତ

‘କରୋନାଠୁ ଆସିବ ବଡ଼ ମହାମାରୀ’ :ହୁ

 (ଦିଲ୍ଲୀ) :  ପରବର୍ତ୍ତୀ ମହାମାରୀ କ‌ରୋନା ମହାମାରୀଠାରୁ ମଧ୍ୟ ଆହୁରି ଘାତକ ହୋଇପାରେ ଏବଂ ଏହା କୋଟି କୋଟି ଲୋକଙ୍କ ଜୀବନ ନେଇପାରେ। ହୁ ମୁଖ୍ୟଙ୍କ ଏହି ବୟାନ ବିଶ୍ବବ୍ୟାପୀ ମେଡିକାଲ ବିଶେଷଜ୍ଞ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

 

ଟେଡ୍ରସଙ୍କ କହିବାନୁଯାୟୀ , କରୋନା ଏବେ ଆଉ ଜରୁରୀ ସ୍ବାସ୍ଥ୍ୟ ସଙ୍କଟ ହୋଇନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ କରୋନା ଏବେ ଏକ ବିପଦ ନୁହେଁ। ସମଗ୍ର ବିଶ୍ବ ପାଇଁ କରୋନା ଏବେ ବି ଏକ ଚ୍ୟା‌ଲେଂଜ। ନୂଆ ପ୍ରଜାତି ନୂଆ ସଂକ୍ରମଣ ଓ ମୃତ୍ୟୁ ଭୟ ବଢ଼ାଉଛି। ନୂଆ ଜୀବାଣୁ ମଧ୍ୟ ଆଗକୁ ଆହୁରି ଭୟଙ୍କର ରୂପ ନେଇ ଆସିପାରେ।

Related posts

ଭାରତର ପ୍ରଧାନ ବିଚରାପତିଙ୍କ ଶେଷ କାର୍ଯ୍ୟ ଦିବସ

mahabharatanews

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

mahabharatanews

ବାତ୍ୟା ‘ବିପର୍ଯ୍ୟୟ’: ୩୭,୮୦୦ ଲୋକଙ୍କୁ କରାଗଲା ସ୍ଥାନାନ୍ତର

mahabharatanews