ଓଡିଶାଭାରତସ୍ୱାସ୍ଥ୍ୟ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ନିଜକୁ ଫିଟ ରଖିବା ପାଇଁ ସମସ୍ତେ ଚାହୁଁଛନ୍ତି । ତେବେ ଅନିୟମିତ ହେତୁ ଆଜିକାଲି ବିଭନ୍ନ ପ୍ରକାରର ରୋଗ ସାମ୍ନାକୁ ଆସୁଛି  । କିନ୍ତୁ ଏହି ରୋଗରୁ ନିଜକୁ ଦୂରେଇ ରଖିବା ପାଇଁ ଆମକୁ ନିଜକୁ ଖାଦ୍ୟ ଶୈଳୀରେ ପରିବର୍ତ୍ତନ ସହ ଯୋଗ ଅଭ୍ୟାସ କରିବା ପାଇଁ ପଡିବ । ତେବେ ଯାଇ ଆମେ ସୁସ୍ଥ ଜୀବନ ବିତେଇପାରିବ । ଯୋଗର ଆଠଗୋଟି ଅଙ୍ଗକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ । ସେଗୁଡିକ ହେଲା – ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା ଧ୍ୟାନ ଓ ସମାଧି । ଏଥିରେ ଯେଉଁ ଆସନ ଓ ପ୍ରାଣାୟମ କଥା କୁହାଯାଇଛି ଯାହା ସାଧାରଣ ଆଜିକାଲି ଆମେ ବିଭିନ୍ନ ସ୍ଥାନରେ ଦେଖିବାକୁ ପାଇଥାଉ ।

 

ଯୋଗ ଦ୍ୱାରା ଶାରୀରିକ ଉପକାର ହେବା ସହିତ ଆମର ମାନସିକ ଅଭିବୃଦ୍ଧି ମଧ୍ୟ ଘଟିଥାଏ । ଏହା କେବଳ ଏହି ଯୋଗ ଓ ପ୍ରାଣାୟମ ଦ୍ୱାରା ହିଁ ହୋଇଥାଏ । ତେଣୁ ମାନସିକ ଭାରସାମ୍ୟ ହରାଉଥିବା ବ୍ୟକ୍ତି ନିଜ ପ୍ରତି ବିଶ୍ୱାସ ହରାଇନଥାଏ । ବାରମ୍ବାର ଯୋଗ କରିବା ଦ୍ୱାରା ନିଜର ମନୋବଳ ବୃଦ୍ଧି ହୋଇଥାଏ । ଯୋଗ ଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଅନୁଭବ ସୃଷ୍ଟି ହୋଇଥାଏ ।ଆସନ ଓ ପ୍ରାଣାୟାମ ଦ୍ୱାରା ରକ୍ତଚାପ ସନ୍ତୁଳିତ ହୋଇଥାଏ ।

 

Related posts

ଆଜି କଟକ ଚଣ୍ଡୀଙ୍କ ଦର୍ଶନ କରିବେ ମହାମହିମ

mahabharatanews

ମା କାଳୀ ଜଣେ ମାଂସ ଖାଉଥିବା, ମଦ୍ୟପାନ କରୁଥିବା ଦେବୀ ବୋଲି ମତ ରଖିଲେ କଂଗ୍ରେସ ସାଂସଦ

mahabharatanews

ଇଡିରେ ହାଜର ହେବେନି ବିହାର ଉପ ମୁଖ୍ୟମନ୍ତ୍ରୀ

mahabharatanews

Leave a Comment