ମନୋରଞ୍ଜନ

ଗଦର-୨’ପାଇଁ ବିବାଦୀୟ ବୟାନଦେଇ ଚର୍ଚ୍ଚାରେ କମାଲ ଆର୍ ଖାନ୍ 

(ମୁମ୍ବାଇ) :  ପୁଣି ଚର୍ଚ୍ଚାରେ କମାଲ ଆର୍ ଖାନ୍। ନିଜକୁ ବାରମ୍ବାର ବିବାଦ ସହ ଯୋଡି ହୋଇଥିବା କମାଲ ପୁଣି ଚର୍ଚାରେ । ସେ ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଗଦର ୨କୁ ନେଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।କମାଲ ଟ୍ୱିଟ୍ କରି ଲେଖିଛନ୍ତି, ‘ଆଜି ଗଦର-୨ ଟିମ୍ ଦି କପିଲ ଶର୍ମା ସୋ’ ପାଇଁ ସୁଟିଂ କରୁଛନ୍ତି। ‘ଗୟେ ଭେନସ୍ ପାନି ମେଁ’। ବର୍ତ୍ତମାନ ଏହି ଫିଲ୍ମକୁ ବ୍ଲକଡଷ୍ଟର ହେବାକୁ କେହି ରୋକି ପାରିବେ ନାହିଁ।’

 

ଦ୍ୱିତୀୟ ଟ୍ୱିଟ୍‌ରେ ସେ ଲେଖିଛନ୍ତି, ‘ମୁଁ ଦୋହରାଉଛି ଯେ ଦି କପିଲ ଶର୍ମା ସୋ’ରେ ଯଦି କୌଣସି ଫିଲ୍ମର ପ୍ରଚାର କରାଯାଏ, ତେବେ ଏହା ଫ୍ଲପ୍ ହେବ। ଏହାର କାରଣ ବହୁତ ସରଳ, ଯଦି ଲୋକମାନେ କପିଲଙ୍କ ପାଇଁ କପିଲଙ୍କ ଫିଲ୍ମ ଦେଖନ୍ତି ନାହିଁ ତେବେ କପିଲଙ୍କ ପାଇଁ ସେମାନେ ଅନ୍ୟ କୌଣସି ଫିଲ୍ମ କାହିଁକି ଦେଖିବେ ? କପିଲ ହେଉଛନ୍ତି ଚଳଚ୍ଚିତ୍ର ପାଇଁ ସବୁଠାରୁ ଅଶୁଭ ବ୍ୟକ୍ତି।

 

Related posts

କାର ଦୁର୍ଘଟଣାରେ ଆହତ ହେଲେ ତେଲୁଗୁ ଅଭିନେତା ସର୍ବାନନ୍ଦ

mahabharatanews

ପରଲୋକରେ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ପିତା

mahabharatanews

ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟ ଯୁବରାଜ ସିଂ ଙ୍କ ଜନ୍ମଦିନ

mahabharatanews