ଭାରତ

ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ

ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ଦେଶରେ ବାରମ୍ବାର ଟ୍ରେନରେ ନିଆଁ ଲାଗିବ ଘଟଣା ସମସ୍ତଙ୍କୁ ଚକିତ କରୁଛି । ଏହି କ୍ରମରେ ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଛି ।

ସୂଚନାନୁଯାୟୀ , ହାୱଡ଼ାରୁ ସିକନ୍ଦରାବାଦ ଆସୁଥିବା ସମୟରେ ଟ୍ରେନରେ ଲାଗିଥିଲା ନିଆଁ । ପାଗିଡିପାଲି-ବୋମାଇପାଲି ମଧ୍ୟରେ ଫାଲକନୁମା ଏକ୍ସପ୍ରେସ ନିଆଁ ଲାଗିଥିବା ନେଇ ସୂଚନା । ନିଆଁ ଲାଗିବା ପରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ । ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ନେଇ ସୂଚନା ରହିଛି ।

Related posts

ଉହାନର ପଶୁବଜାର ହିଁ କରୋନା ସଂକ୍ରମଣର ଆରମ୍ଭ ହୋଇଛି

mahabharatanews

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି ୨୦ ମ୍ୟାଚ ରେ କ୍ୟାପଟେନ୍ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

mahabharatanews

ଚନ୍ଦ୍ରଯାନ-୩ ; ପଠାଇଲା ଚମତ୍କାର ଫଟୋ

mahabharatanews