ଭାରତ

ଚନ୍ଦ୍ରଯାନ-୩ ମିସନ: ଚନ୍ଦ୍ର କକ୍ଷପଥରେ କଲା ଏଣ୍ଟ୍ରି

(ଦିଲ୍ଲୀ) : ବହୁ ପ୍ରତିଲକ୍ଷର ଅନ୍ତ ଘଟି ଶେଷରେ ଭାରତ ଚନ୍ଦ୍ରଯାନ-୩ ଲଞ୍ଚ କରିଛି । ଭାରତର ଚନ୍ଦ୍ରଯାନ-୩ ମିସନ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଏହା ସହିତ ଏହି ମହାକାଶ ଯାନ ସମସ୍ତ ଅଙ୍ଗ ସ୍ବାଭାବିକଭାବେ କାମ କରୁଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଘୋଷଣା କରିଛି ।

ସୂଚନାନୁଯାୟୀ , ଉତକ୍ଷେପଣର ପ୍ରାୟ ୩୦ ମିନିଟ ପରେ ଇସ୍ରୋ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ ମିସନ ସଫଳ ହୋଇଛି । ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ସାମିଲ ହୋଇଛି ଓ ନିର୍ଭୁଲଭାବେ ଉକ୍ତ କକ୍ଷପଥରେ ହିଁ ଗତି କରୁଛି । ଇସ୍ରୋ ପକ୍ଷରୁ ଶୁକ୍ରବାର ଅପରାହ୍ଣ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।

Related posts

CBSE’ର ବଡ଼ କାର୍ଯ୍ୟାନୁଷ୍ଠାନ; ୨୦ଟି ସ୍କୁଲ ରଦ୍ଦ ସହ ୩ଟି ଡାଉନଗ୍ରେଡ୍ 

mahabharatanews

ଚନ୍ଦ୍ର ବାବୁ ନାଇଡୁଙ୍କୁ ନିର୍ବାଚନ ଆୟୋଗର ନୋଟିସ

mahabharatanews

ଗାନ୍ଧୀଙ୍କ ବିରୋଧରେ ବୟାନ ଦେଇ କାଳିଚରଣ ମହାରାଜ ଗିରଫ

mahabharatanews