ମନୋରଞ୍ଜନ

ବୁର୍ଜ ଖଲିଫାରେ ରିଲିଜ ହେବ ଚଳଚ୍ଚିତ୍ର ‘ଯବାନ’

(ମୁମ୍ବାଇ) : ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯବାନ’ ଆସନ୍ତା ମାସରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍‌ ରହିଛି।‘ଯବାନ’ ଚଳଚ୍ଚିତ୍ରର ଟ୍ରେଲର ଅଗଷ୍ଟ ୩୧ରେ ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏକ୍ସରେ ପୋଷ୍ଟ କରି ଏହାକୁ ସ୍ପଷ୍ଟ କରିଛନ୍ତି ଶାହରୁଖ ଖାନ୍।

ସେ ଲେଖିଛନ୍ତି, “ଆପଣମାନଙ୍କ ସହିତ ‘ଯବାନ’ର ଉତ୍ସବ ପାଳନ ନକରିବା ମୋ ପକ୍ଷେ ଅସମ୍ଭବ। ମୁଁ ଆପଣମାନଙ୍କ ସହ ଏହି ଉତ୍ସବକୁ ପାଳନ କରିବାକୁ ଅଗଷ୍ଟ ୩୧ରେ ରାତି ୯ଟା ସମୟରେ ବୁର୍ଜ ଖଲିଫାକୁ ଆସୁଛି। ଯେହେତୁ ପ୍ରେମ ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ, ଆସନ୍ତୁ ନିଜକୁ ପ୍ରେମ ରଙ୍ଗରେ ରଙ୍ଗିବା ସହ ଲାଲ ରଙ୍ଗ ପିନ୍ଧିବା… କ’ଣ କହୁଛ? ରେଡି!”

 

Related posts

ଆଖି ବୁଜିଲେ ବଲିଉଡ ପ୍ରଯୋଜକ ଧୀରଜଲାଲ ଶାହ

mahabharatanews

୨୦ରୁ ଓଟିଟିରେ ଫିଲ୍ମ ‘ସାଲାର’

mahabharatanews

ମୁଖ୍ୟ ଅଭିନେତା ପାଇଁ ୮୦୦ ଅଡିସନ୍ ନେଲେ ଆର୍ଯ୍ୟନ ଖାନ

mahabharatanews