ମନୋରଞ୍ଜନ

୯ରେ ରିଲିଜ୍‌ ହେବ ‘ଆଦିପୁରୁଷ’ର ଟ୍ରେଲର୍

(ମୁମ୍ବାଇ) : ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ’କୁ ନେଇ ଆସିଛି ଏକ ବଡ ଖବର  ।  ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନ ନିଜର ଦମଦାର ଅଭିନୟ କରିଛନ୍ତି । ଦର୍ଶକ ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍‌ ଇଛୁକ ଅଛନ୍ତି। ଏହାରି ଭିତରେ ‘ଆଦିପୁରୁଷ’ର ଟ୍ରେଲର୍‌ ରିଲିଜ୍‌ ତାରିଖ ସାମ୍ନାକୁ ଆସିଛି। ଫିଲ୍ମଟିର ଟ୍ରେଲର୍‌ ଆଗାମୀ ୯ ତାରିଖରେ ରିଲିଜ୍‌ ହେବ।

ସୂଚନାନୁଯାୟୀ , ଫିଲ୍ମଟିର ପ୍ରଥମ ପୋଷ୍ଟ୍‌ର ଗତ ରାମ ନବମୀରେ ରିଲିଜ୍‌ ହୋଇସାରିଛି। ତେବେ ଦ୍ବିତୀୟ ପୋଷ୍ଟର୍‌ ରିଲିଜ୍‌ ହୋଇଥିଲା ହନୁମାନ ଜୟନ୍ତୀରେ। ଭଗବାନ ଶ୍ରୀରାମଙ୍କ ସର୍ବୋଚ୍ଚ ଭକ୍ତ ବଜରଙ୍ଗବାଲୀଙ୍କୁ ରଖି ପୋଷ୍ଟ୍‌ର ରିଲିଜ୍‌ କରିଥିଲେ ।

Related posts

‘ମଣିଷର ଭୁଲକୁ ନୁହେଁ, ଭାବନାକୁ ବୁଝନ୍ତୁ‌’; କ୍ରିତିଙ୍କ ମା’

mahabharatanews

“ମୁଁ କଙ୍ଗନାଙ୍କୁ ପସନ୍ଦ କରେ” :ଇମ୍ରାନ ହାସମୀ 

mahabharatanews

ଫ୍ଲାଟରୁ  ମରାଠୀ ଅଭିନେତା-ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କ ମୃତ ଦେହ ଉଦ୍ଧାର

mahabharatanews