ଭାରତ

ଉତକ୍ଷେପଣ ହେଲା ଆଦିତ୍ୟ L1

(ଦିଲ୍ଲୀ) :  ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେଲା ଆଦିତ୍ୟ L1 । ପିଏସଏଲଭି-ଏକ୍ସଏଲ ରକେଟ୍ ଆଦିତ୍ୟ-L1କୁ ନେଇ ମହାକାଶ ମୁହାଁ । ସୂର୍ଯ୍ୟଯାନ ଆଦିତ୍ୟ-L1 ଉଦକ୍ଷେପଣର 125 ଦିମ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ । ଆଗିଦ୍ୟ-L1 ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚ ହାଲୋ ଅରବିଟରରେ ସ୍ଥାପନ କରିବ ।

ସୂଚନାନୁଯାୟୀ , ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ  ଆଦିତ୍ୟ ଏଲ-୧କୁ ମହାକାଶ ପଠାଇବା ପାଇଁ ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଥିଲା  । ଆଦିତ୍ୟ ଏଲ-୧ ମହାକାଶ ଯାନକୁ ସୋଲାର କରୋନା (ସୂର୍ଯ୍ୟଙ୍କ ସବୁଠୁ ବାହ୍ୟ ଭାଗ)ର ରିମୋଟ ଅବଜର୍ଭେସନ ଓ ଏଲ-୧ (ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟ)ରେ ସୌର ବାୟୁର ପର୍ଯ୍ୟବେକ୍ଷଣ କରାଯିବ।

 

Related posts

ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ

mahabharatanews

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗ ଦେଲେ ଅଖିଳେଶ 

mahabharatanews

କେମିକାଲ୍ କାରଖାନା ଲିକ, ୨୮ ଗୁରୁତର

mahabharatanews