Uncategorized

କଂଗ୍ରେସରୁ ନିଲମ୍ବିତ ହେଲେ ସୁରଙ୍କ ପୁଅ ମନ୍ମଥ 

(ଭୁବନେଶ୍ୱର):  କଂଗ୍ରେସରୁ ନିଲମ୍ବିତ ହେଲେ ସୁରେଶ ରାଉତରାୟ ଙ୍କ ପୁଅ ମନ୍ମଥ ରାଉତରାୟ । ଦୁଇ ଦିନ ତଳେ ଗଣମାଧ୍ୟମ ରେ ମନ୍ମଥ ରାଉତରାୟ କଂଗ୍ରେସ ରୁ ଲଢ଼ିବି ନାହିଁ ବୋଲି କହିବା ସହ କଂଗ୍ରେସ ସଦସ୍ୟ ହୋଇ ମଧ୍ୟ କଂଗ୍ରେସରେ ନଥିବା ଗଣ ମାଧ୍ୟମ ଆଗରେ କହିଥିଲେ ଯେଉଁଥିପାଇଁ ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । କାରଣ ଦର୍ଶାଅ ନୋଟିସର ଉତ୍ତର ରଖିନଥିବାରୁ ଦଳରୁ ନିଲମ୍ବନ ହୋଇଛନ୍ତି ।  ଏହା ସହ ସେ କହିଥିଲେ ବିଜେଡି ଓ ବିଜେପି କାର୍ଯାଳୟକୁ ମୁକ୍ତ ଭାବେ ଯାଉଛି ।

ସୂଚନାନୁଯାୟୀ ,  ଶୃଙ୍ଖଳା କମିଟି ଅଧକ୍ଷ ସନ୍ତୋଷ ସିଂ ସାଲୁଜ ନିଲମ୍ବନ କରିଥିବା ସୂଚନ ମିଳିଛି । ଦୁଇ ଦିନ ତଳେ ଗଣମାଧ୍ୟମ ରେ ମନ୍ମଥ ରାଉତରାୟ କଂଗ୍ରେସ ରୁ ଲଢ଼ିବି ନାହିଁ ବୋଲି କହିଥିଲେ  ।

Related posts

ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ନେଇ ସଚେତନତା ଶିବିର

mahabharatanews

ସମୁଦ୍ର କୂଳରୁ ମିଳିଲା ମୁଦ୍ରାର ଭଣ୍ଡାର

mahabharatanews

ସୁପ୍ରିମକୋର୍ଟରେ ସିଏଏ ଆନ୍ଦୋଳନ ବିରୋଧରେ ଆବେଦନ

mahabharatanews