ମନୋରଞ୍ଜନ

ବାପା ଧର୍ମେନ୍ଦ୍ରଙ୍କ ସହ ଆମେରିକାରେ ସନ୍ନି 

(ମୁମ୍ବାଇ) : ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଗଦର ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ୫୦୦କୋଟି ପାଖାପାଖି ଆୟ କରିିଥିବା ବେଳେ ଯେ ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ଚିକିତ୍ସା ପାଇଁ ସନ୍ନି ଆମେରିକା ଯାଇଛନ୍ତି।

ସୂଚନାନୁଯାୟୀ, ଧର୍ମେନ୍ଦ୍ରଙ୍କର କିଛି ଦିନ ହେଲାଣି ସ୍ୱାସ୍ଥ୍ୟଗତ ସମସ୍ୟା ଆରମ୍ଭ ହୋଇଥିଲ। ଏବେ ଚିକିତ୍ସା ପାଇଁ ସମୟ ମିଳିବାରୁ ସେ ଆମେରିକା ଯାଇଛନ୍ତି। ବାପାଙ୍କ ଯତ୍ନ ନେବା ପାଇଁ ଓ ଭଲ ଚିକିତ୍ସା କରାଇବା ପାଇଁ ପୁଅ ସନ୍ନି ଦେଓଲ ତାଙ୍କୁ ଆମେରିକା ନେଇଥିବା ସୂଚନା ମିଳିଛି ।

Related posts

୧୯ରେ ରିଲିଜ ହେବ ଚଳଚ୍ଚିତ୍ର ‘ମେଁ ଅଟଳ ହୁଁ’ 

mahabharatanews

ବଲିଉଡରେ ନଜର ଆସିବେ ଐଶ୍ୱର୍ଯ୍ୟା

mahabharatanews

ବିଧାନସଭା ଆଗରେ ଓଡ଼ିଆ ଫିଲ୍ମ ପ୍ରଯୋଜିକା ସନଲିଶା ପଟେଲ

mahabharatanews