ଓଡିଶା

ଗିରଫ ହେଲେ ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି

(ଭୁବନେଶ୍ୱର) : ଗିରଫ ହେଲେ ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି । ଲଭ୍, ସେକ୍ସ ଏବୟ ଧୋକା ପରି ଅଭିଯୋଗରେ ତାଙ୍କୁ ଗିରଫ କରିଛି ନୂୟାପଲ୍ଲୀ ଥାନା ପୋଲିସ । ଭଦ୍ରକର ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି ।

ସୂଚନାନୁଯାୟୀ ,  ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ଦେବେଶ ତାଙ୍କ ଠାରୁ ଟଙ୍କା ମଧ୍ୟ ଠିକି ନେଇଛନ୍ତି । ସୂଚନାଅନୁସାରେ, ଭଦ୍ରକର ଜଣେ ଯୁବତୀ ଦୁଷ୍କର୍ମ, ଗର୍ଭପାତ ଏବଂ ଟାଙ୍କା ଲୁଟିବା ପରି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ତାଙ୍କୁ ବିବାହ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଓଲିଉଡରେ ଏହି ଜଣାସୁଣା କଣ୍ଠଶିଳ୍ପୀ । ଯୁବତୀଙ୍କ ଅଭିଯୋଗ ଆଧାରରେ ନୟାପଲ୍ଲୀ ପୋଲିସ ଦେବେଶ ପତିଙ୍କୁ ଗିରଫ କରିଛି ଏବଂ ତାଙ୍କୁ କୋର୍ଟ ଚାଲାଣ କରାଯିବ ।

Related posts

ଦୀପ ଜାଳି, ଶଙ୍ଖ ଫୁଙ୍କି ମହାପ୍ରଭୁଙ୍କୁ ଆରାଧନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

mahabharatanews

ପ୍ରବଳ ବର୍ଷା :  ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ,ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

mahabharatanews

୩୧ରେ କେରଳ ଛୁଇଁବ ମୌସୁମୀ

mahabharatanews