ଅପରାଧଓଡିଶା

ଚିନ୍ତା ବଢ଼ାଇଛି ସାଇବର ଠକ , ଲୁଟିନେଲେଣି କୋଟିରୁ ଅଧିକ ଟଙ୍କା

ଭୁବନେଶ୍ବର  : କଲବଲ କଲେଣି ସାଇବର ଠକ ୨୦୨୪ ଜାନୁୟାରୀ ୧୧ ତାରିଖ ସୁଦ୍ଧା ଦେଢ଼ କୋଟିରୁ ଅଧିକ ଟଙ୍କା ନେଇ ଗଲେଣି ସାଇବର ଠକ ପୋଲିସର ଅଧିକ ଚିନ୍ତା ବଢ଼ାଇଛି ଟେଲିଗ୍ରାମ ଠକେଇ ୧୧ଟି ମାମଲାରେ ଏହି ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି ୨୦୨୩ ମସିହାରେ ରାଜଧାନୀରୁ ୩୦କୋଟି ଟଙ୍କା ନେଇ ଯାଇଛନ୍ତି ସାଇବର ଠକ ୨୦୨୩ରେ ସାଇବର ଥାନାରେ ୫୩ଟି ମାମଲା ରୁଜୁ ହୋଇଛି ୨୦୨୨ ଅପେକ୍ଷା ୨୦୨୩ରେ ଗୁଣା ସାଇବର ଠକେଇ ବୃଦ୍ଧି ପାଇଛି ବିଶେଷ କରି ସିନିୟର ସିଟିଜେନ, ପାଠ ପଢୁଆ ଯୁବକ ଯୁବତୀ, ବଡ଼ବଡ଼ିଆ ଲୋକ ଠକେଇରେ ଶିକାର ହେଉଥିବା ଦେଖିବାକୁ ମିଳିଛି

Related posts

ଅବ୍ୟବସ୍ଥା ଘେରରେ ବିଷ୍ଣୁପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ

mahabharatanews

ଖଣ୍ଡଗିରି ଥାନା ଏସ୍‌ଆଇ ସୁଶାନ୍ତ ସ୍ୱାଇଁ ଗିରଫ

mahabharatanews

ବର୍ଷା ପବନରେ ଲୋକମାନଙ୍କ କଥା ବୁଝିଲେ ବିଧାୟକ

mahabharatanews