ମନୋରଞ୍ଜନ

ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ରଣବୀର-ଆଲିଆ

(ମୁମ୍ବାଇ) : ସାମ୍ନାକୁ ଆସିଲା ୬୯ତମ ଫିଲ୍ମଫେୟାର ଆୱାର୍ଡ ଉତ୍ସବର ପର୍ବ । ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ସେଲିବ୍ରିଟି ଦମ୍ପତି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଯାହାକୁ ନେଇ ଉଭୟ ବେଶ ଖୁସି ଅଛନ୍ତି ।

ସୂଚନାନୁଯାୟୀ , ଅଭିନେତ୍ରୀ ଆଲିଆ ଭଟ୍ଟ ‘ରକି ଔର ରାନୀ କି ପ୍ରେମ କହାନୀ’ ସିନେମା ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଗ୍ରହଣ କରିଥିବା ବେଳେ ତାଙ୍କ ସ୍ୱାମୀ ରଣବୀର କପୁର ‘ଆନିମଲ୍‌’ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି।

Related posts

୫,୦୦୦ସ୍କ୍ରିନରେ ରିଲିଜ୍ ହେବ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ ସାଲାର’

mahabharatanews

ରଣଭୀର ସିଂଙ୍କ ଫେକ ଭିଡିଓ: ମାମଲା ରୁଜୁ  

mahabharatanews

ବିଦେଶ ଯିବେ ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ଝିଅ  

mahabharatanews