ମନୋରଞ୍ଜନ

 ସୋ’ ଛାଡିବା ପରେ ଆୟେଶା ଖାନଙ୍କୁ ଫିଲ୍ମ ଅଫର  

(ମୁମ୍ବାଇ) : ପୁଣି ଚର୍ଚାରେ ବିଗ୍ ବସ୍ ୧୭ର ଆୟେଶା ଖାନ ଚର୍ଚ୍ଚାରେ । ବିଶେଷ କରି ଷ୍ଟାଣ୍ଡଅପ କମେଡିଆନ୍ ମୁନାୱର ଫାରୁକିଙ୍କ ସହ ଥିବା ତାଙ୍କର ସମ୍ପର୍କକୁ ନେଇ ସେ ବିବାଦରେ ଥିଲେ। ତେବେ ତାଙ୍କୁ ଏହି ବିବାଦ ଚର୍ଚ୍ଚାକୁ ଆଣିଥିବା ବେଳେ ଏବେ ତାଙ୍କ ପାଖକୁ ଅନେକ ଫିଲ୍ମର ଓ ମ୍ୟୁଜିକ ଭିଡିଓର ଅଫର ଆସୁଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ସୋ’ ଛାଡିବା ପରେ ତାଙ୍କୁ ସୁପରଷ୍ଟାର ଦଲକିର୍ ସଲମାନଙ୍କ ସହ କାମ କରିବାର ସୁଯୋଗ ମିଳିଥିବା ସାମ୍ନାକୁ ଆସିଛି। ଆୟେଶା ଏହି ଫିଲ୍ମରେ ନଜର ଆସିବେ। ମୁଖ୍ୟ ଅଭିନେତ୍ରୀ ମୀନାକ୍ଷୀ ଚୌଧୁରୀ ଥିବା ବେଳେ ଆୟେଶାଙ୍କୁ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମଟି ତେଲୁଗୁ, ମାଲୟାଲମ, ତାମିଲ ଏବଂ ହିନ୍ଦୀ ଭାଷାରେ ରିଲିଜ୍ ହେବ। କିଛି ଦିନ ତଳେ ଫିଲ୍ମର ପୋଷ୍ଟର ସେୟାର କରିଥିଲେ ଦଳକିର୍।

Related posts

  ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

mahabharatanews

କରୀନାଙ୍କ ସହ ହସ୍ପିଟାଲରେ ସୈଫ

mahabharatanews

ପରଲୋକରେ ଲୋକପ୍ରିୟ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲ

mahabharatanews