ଓଡିଶା

 କ୍ୟାମେରା ଟ୍ରାପରେ କଳା ବାଘ 

(ସୁନ୍ଦରଗଡ଼) : ଓଡ଼ିଶାରେ କଳା ବାଘ  । ଦୀର୍ଘ ୬ ବର୍ଷ ପରେ ସୁନ୍ଦରଗଡ଼ରେ ବନ ବିଭାଗ କ୍ୟାମେରାରେ ଠାବ ହେଲା ବିରଳ କଳା ବାଘ । ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡରେରେ ପୁଣି କଳା ବାଘ ଦେଖିବା ପାଇଁ ମିଳିଛି ।

ସୂଚନାନୁଯାୟୀ , ଏହା ପୂର୍ବରୁ ୨୦୧୮ ମସିହାରେ ମଧ୍ୟ ବନବିଭାଗର କ୍ୟାମେରାରେ କଳା ବାଘ ଠାକ କରାଯାଇଥିଲା ହେଲେ ଏହାପରେ ଏହି ବାଘ ଆଉ ଦେଖିବା ପାଇଁ ମିଳିନଥିଲା । ଦୀର୍ଘ ୬ ବର୍ଷ ପରେ ପୁଣି ବନ ବିଭାଗର କ୍ୟାମେରାରେ ଠାବ ହୋଇଛି ଏହି କଳା ବାଘ । ତେବେ କେବଳ ବଳା ବାଘ ନୁହେଁ ଆହୁରି ଅନେକ ପ୍ରକାରର ଦୁର୍ଲଭ ଜୀବଜନ୍ତୁ ଏହି କ୍ୟାମେରାରେ ଟ୍ରାପ ହୋଇଥିବା ନେଇ ସୁନ୍ଦରଗଡ଼ ଡିଏଫଓ ପ୍ରଦୀପ ମିରାସେଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

 

Related posts

ଅମୀନ ରାଜକିଶୋରଙ୍କ ବିୟୋଗ

mahabharatanews

ନନ୍ଦନକାନନ ରେ ଚନ୍ଦକା ଜଙ୍ଗଲୀ ଦନ୍ତା

mahabharatanews

ଶତାଧିକ ଲୋକଙ୍କ ସୁଖ, ଦୁଃଖ ବିଭିନ୍ନ ସମସ୍ୟା ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews