ଓଡିଶା

ବୃଦ୍ଧି ପାଇଲା ସମିତି ସଭ୍ୟଙ୍କ ଦରମା

(ଭୁବନେଶ୍ୱର) : ବୃଦ୍ଧି ପାଇଲା ସମିତି ସଭ୍ୟଙ୍କ ଦରମା । ତେବେ ପୂର୍ବରୁ ୭୫୦୦ ଥିବା ବେଳେ ଏହା ବୃଦ୍ଧି ହୋଇ ୯୫୦୦ ହୋଇଛି । ସରକାର ଏବେ ଦରମା ବଢାଇଥିବା ବେଳେ ସେମାନେ ଆନ୍ଦୋଳନ କରିଥିଲେ । ଆଉ ସରକାର ପୁଣି ତାଙ୍କ ଦରମା ବଢାଇଛନ୍ତି।

ସୂଚନାନୁଯାୟୀ , ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦରମା। ଗତକାଲି ଭୁବନେଶ୍ୱରରେ ବିଶାଳ ରାଲି କରିଥିଲେ ସମିତି ସଭ୍ୟ । ଜାତି ଏବଂ ଧର୍ମ ନାଁରେ ଭୋଟ୍ ମାଗନ୍ତୁ ନାହିଁ: ମୁଖ୍ୟ ନିର୍ବାଚନ କମିଶନର ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ । ଆଉ ଗତ ମାର୍ଚ୍ଚ ୧୨ ତାରିଖରେ ସରକାର ତାଙ୍କ ଦରମା ୭,୫୦୦ ଟଙ୍କାକୁ ବଢ଼ାଇଥିଲେ । ଏ ନେଇ ତୀବ୍ର ସେମାନେ ଆନ୍ଦୋଳନ କରିଥିଲେ । ଫଳରେ ସରକାର ଦରମା ବୃଦ୍ଧି କରିଛନ୍ତି । ଆଉ ସରକାର ପୁଣି ତାଙ୍କ ଦରମା ବଢାଇଛନ୍ତି।

Related posts

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି: ୨୦୨୩ ଫେବ୍ରୁଆରୀ ଯାଏଁ ଅବଧି ବଢାଇଲେ ସରକାର

mahabharatanews

୩୧ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

mahabharatanews

ଡ଼ଟ୍ ଫେଷ୍ଟ ପାଇଁ  ପ୍ରଦର୍ଶନୀ ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି ପ୍ରତୀକ ସିଂ

mahabharatanews