ଅପରାଧଓଡିଶା

ଜଗତସିଂହପୁର ଅବକାରୀ ବିଭାଗକୁ ବଡ଼ ଧରଣର ସଫଳତା

ଜଗତସିଂହପୁର ଅବକାରୀ ବିଭାଗକୁ ବଡ଼ ଧରଣର ସଫଳତା । ସଦରଥାନା  ଜାହାନପୁର ଗ୍ରାମ ନିକଟରୁ ଜଣେ ଯୁବକ ନିକଟରୁ ପ୍ରାୟ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ବିଶେଷସୂତ୍ରରୁ ଖବର ପାଇ ଅବକାରୀ ଇନ୍ସପେକ୍ଟର ପ୍ରଭାସ ଚନ୍ଦ୍ର ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି  ୧୩୨ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି । ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ସେହି ଗ୍ରାମର ପ୍ରଶାନ୍ତ କୁମାର ସ୍ୱାଇଁ ନାମକ ଜଣେ ଯୁବକକୁ ଗିରଫ କରାଯାଇଛି ।

Related posts

କାହା ସ୍ୱାର୍ଥରେ ଆଡମ୍ବରପୂର୍ଣ୍ଣ ଉଦଘାଟନୀ?

mahabharatanews

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews

ଧାମନଗର ବିକାଶ ମଙ୍ଗ ଧରିଲେ ନବୀନ

mahabharatanews