ଓଡିଶା

ବେଆଇନ ବାଲିଘାଟ ଉପରେ ପୋଲିସର ଚଢାଉ, ବାଲି ବୋଝେଇ ଟ୍ରାକ୍ଟର ଜବତ

ବେଆଇନ ବାଲିଘାଟ ଉପରେ ପୋଲିସର ଚଢ଼ାଉ। ଆଠ ଗୋଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ। ମହାନଦୀ ବାରଗୋଡ଼ିଆ ବେଆଇନ ବାଲି ଘାଟ ଉପରେ ଜଗତପୁର ପୋଲିସର ଚଡାଉ। ସୂଚନା ମୁତାବକ ରାଜସ୍ୱବିଭାଗ ପକ୍ଷରୁ ସାରା ଓଡ଼ିଶାରେ ବାଲିଘାଟ ବନ୍ଦ କରାଯାଇଥିବା ବେଳେ ବେଆଇନ ଭାବେ ବାରଗୋଡ଼ିଆ ମହାନଦୀ ବାଲିଘାଟରୁ ବେଆଇନ ଭାବେ ଆଠ ଗୋଟି ଟ୍ରାକ୍ଟରରେ ବେଆଇନ ଭାବେ ବାଲି ଚାଲାଣ ହେଉଥିଲା । ଏତିକିବେଳେ ଜଗତପୁର ପୋଲିସ ଟ୍ରାକ୍ଟର ଗୁଡିକୁ ଜବତକରିବା ସହ ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି।

Related posts

ଆଜି ପୁଣି ନିରାଶ ପାଠକ ବାପା ପୁଅ

mahabharatanews

ଚୌଟାଲାଙ୍କ ଫାର୍ମ ହାଉସ ଉପରେ ଇଡିର ଚଢାଉ

mahabharatanews

ସଡକ ଦୁର୍ଘଟଣାରେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ

mahabharatanews