ଓଡିଶା

ଆସନ୍ତାକାଲି ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ ରହିଛି କାରଣ ।

ଆସନ୍ତା କାଲି ସୋମବାର ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ । ୟୁନିଟ-୨, ଅଶୋକ ନଗର ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ) ନିକଟରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସ୍ଥଗିତ ରହିବ।

ଏହା ପଛର କାରଣ ହେଉଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

CM's Public Grievance Hearing to Remain Closed on September 22 - Odisha Connect

Related posts

ସୌରିନଙ୍କ ନାଁରେ NBW ଜାରି

mahabharatanews

ସଞ୍ଜୀବଙ୍କୁ ବଦନାମ କରାଯାଉଛି କି? ଅଭିଯୋଗ ସତ ନା ଅଫିସରଙ୍କୁ ବଦନାମ କରିବାର ପ୍ରୟାସ?

mahabharatanews

ବର୍ଷା ସ୍ୱରୂପ ମହାପ୍ରଭୁଙ୍କ ଆଶୀର୍ବାଦ

mahabharatanews