ଓଡିଶା

ବିରାଟକାନି ନାଇଟ କ୍ରିକେଟ ଟୁର୍ଣ୍ଟାମେଣ୍ଟ ଅନୁଷ୍ଠିତ , ବିରାଟକାନି ଦଳ ବିଜୟୀ

ସଇଁତଳା ବ୍ଲକ ଅନ୍ତର୍ଗତ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଟ କାନି ଖେଳ ପଡିଆ ଠାରେ ଆଠ ଟି ଦଳ କୁ ନେଇ ରାତ୍ରୀ ସମୟ ରେ  ନାଇଟ୍ କ୍ରିକେଟ ଟୁର୍ଣ୍ଟାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି, ବିରାଟ କାନି ଓ ବଲାଙ୍ଗିର ଦଳ ମଧ୍ୟ ରେ ଫାଇନାଲ ଥିବା ବେଳେ   ୫ଓଭର 3 ବଲ ରେ 85 ରନ୍ କରି ବିରାଟ କାନୀ ଦଳ ବିଜୟୀ ହୋଇ ଥିଲେ ,ଉକ୍ତ କାର୍ଯ୍ୟକ୍ରମ ରେ କନ୍ଧକେଲଗାଁ ସରପଞ୍ଚ ଅହଲ୍ୟା ସାହୁ, ସମାଜ ସେବୀ ପ୍ରମୋଦ କୁମାର ପଣ୍ଡା, ଯୁବ ସାମ୍ୱାଦିକ ଶୁଶାନ୍ତ କୁମାର ମେହେର, କେରମେଲି ସରପଞ୍ଚ ଅଶୋକ ସାହୁ, ସମାଜ ସେବୀ ଅମିତ୍ ରଥ ଆତିଥ୍ୟ ଗ୍ରହଣ କରିଥିବା ବେଳେ ଆକାଶ ପାତ୍ର, ଭିମା ପରାଭୁଏ ଧାରାବିବରଣି ଦେଇ ଥିବା ବେଳେ ବିରାଟ କାନି କ୍ରିକେଟ କମିଟି ସହଯୋଗ କରିଥିଲେ,,

Related posts

ସ୍କୁଲରୁ ପଞ୍ଚାୟତ ପର୍ଯ୍ୟନ୍ତ ଚାଲିବ ସଚେତନତା ଅଭିଯାନ…

mahabharatanews

ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ

mahabharatanews

୫ଟି ସଚିବଙ୍କ ମୟୂରଭଞ୍ଜ ଗସ୍ତ

mahabharatanews