ଓଡିଶା

ବାଲିଗୁଡା ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ୮୦ତମ ସ୍ବାଧିନତା ଦିବସ ପାଳିତ

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉଡିଲା ଜାତୀୟ ପତକା । ବାଲିଗୁଡା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଧୁମଧାମରେ ପାଳିତ ହେଲା ୮୦ତମ ସ୍ବାଧିନତା ଦୀବସ । ଏହି ସ୍ବାଧିନତା ଦିବସ ସମାରୋହରେ ମୂଖ୍ୟ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀ  ଆଇଏଏସ୍ ପ୍ରଣିତା ଦାସ ଉପସ୍ଥିତି ରହି ପ୍ୟାରଡର ଅଭିବାଦନ ଗ୍ରହଣ କରିଥିଲେ। ଏହି ସମାରୋହରେ ମୋଟ ୩୧ଟି ପ୍ଲାଟୁନ୍ ଅଶଂଗ୍ରହଣ  କରିଥିଲେ । ବିଭିନ୍ନ ବିଦ୍ୟାଳୟର କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ମାନପତ୍ର ସହ ସିଲ ,କପ୍ ଦେଇଥିଲେ ମୂଖ୍ୟ ଅତିଥି ।

ସେହିପରି ବାଲିଗୁଡା ବିଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପିଡ୍ଳଡି ଛକରେ ଥିବା ମହାତ୍ମାଗାନ୍ଧୀ ମୂତ୍ତୀ, ଜବାହାରଲାଲ ନେହୁରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ବାଲିଗୁଡା ଏନ୍ଏସିର କାଯ୍ୟ ନିର୍ବାହୀ ଅଧିକାରୀ ବିବେକ ନନ୍ଦ ଦଳାଇ ସମେତ ସମସ୍ତ କର୍ମଚାରୀ ମାନେ । ମହାସିଂଗ ଠାରେ ଟୁନାଦାସଙ୍କ ନେତୃତ୍ବରେ ବହୁ ଆଡମ୍ବର ସହ ଜାତୀୟ ପତକା ଉତୋଳନ କରାଯାଇଛି । ଏହି କାଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କ ସହ ବହୁ କର୍ମକତ୍ତା ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା ।

Related posts

ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଗଲା

mahabharatanews

ଆକ୍ସନ ମୋଡରେ ସରକାର, ଶଙ୍ଖ ଭବନର ହେବ ତଦନ୍ତ

mahabharatanews

ଅଟୋ ଧକ୍କାରେ ୨ ଶିକ୍ଷୟିତ୍ରୀ ମୃତ

mahabharatanews