ଓଡିଶା

ବିଶ୍ୱ ଜଳାତଙ୍କ ଦିବସ ସଚେତନତା କାର୍ଯ୍ୟକ୍ରମ

ଗଜପତି ଜିଲ୍ଲା ସଦର  ମହକୁମା ପାରଳାଖେମୁଣ୍ଡି ର ବିଭିନ୍ନ ହାଇସ୍କୁଲ ଓ ବ୍ଲକ୍ ର ବିଭିନ୍ନ ହାଇ ସ୍କୁଲ ରେ ଛାତ୍ର ଛାତ୍ରୀଙ୍କୁ   ଜଳାତଙ୍କ ଦିବସ  ଉପରେ  ଲିଫ ଲେଟ ଦେଇ ସଚେତନତା କରାଯାଇଥିଲ।  ଏହି କାର୍ଯକ୍ରମ ବିଭାଗ ର କର୍ମ ଚାରି ଉପସ୍ଥିତ ରହି ଜଳାତଙ୍କ ରୋଗ ର ଲକ୍ଷଣ  ଉପରେ ନିଜର ମତ ପ୍ରକାଶ କରିଥିଲେ। ସରକାର  ବେପକ୍ ସଚେତନତା  ସକାଶେ  ବିଭାଗ କୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଚଳିତ ବର୍ଷ ଟିକା କରଣ  କରାଯାଇନଥିବା  ବିଭାଗ ପ୍ରକାଶ କରିଛନ୍ତି।

Related posts

ଉଦଳା ୟୁନିକ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ

mahabharatanews

ହୋଟେଲ କର୍ମଚାରୀଙ୍କୁ ମରଣାନ୍ତଙ୍କ ଆକ୍ରମଣ

mahabharatanews

ନୂତନ ଆମ୍ବୁଲାନସ ଲୋକାର୍ପିତ

mahabharatanews