ଗାନ୍ଧୀ ଜୟନ୍ତୀରେ ବ୍ରହ୍ମଗିରି ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା । ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଓ ଶୁଭେଚ୍ଛୁ ସାମିଲ ।ବ୍ରହ୍ମଗିରି ବ୍ଲକ୍ ୩୦ ନମ୍ବର ଜୋନର ରାଏବିଧାର ଛକ ନିକଟରୁ ତରମାଳ ଅଭିମୁଖେ ବାହାରିଛି ଏକ ବିରାଟ ଶୋଭାଯାତ୍ରା । ସେଠାରେ ସଭାର ଆୟୋଜନ କରାଯାଇଛି ।
previous post
next post
