ମନୋରଞ୍ଜନ

ଚର୍ଚାରେ ଆଲିଆଙ୍କ ୨୦କୋଟି ଟଙ୍କାର ହାର

(ମୁମ୍ବାଇ) : ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ହୀରା ହାର। ୨୦କୋଟିର ହୀରା ଅଳଙ୍କାର ପିନ୍ଧି ହୋପ୍ ଗାଲା ଇଭେଣ୍ଟ‌ରେ ଆଲିଆ। ଏହା ବ୍ୟତୀତ ତାଙ୍କ ପୋଷାକକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା।

ସୂଚନାନୁଯାୟୀ , ଗୋଟାଏ ଫଟୋରେ ସେ ଶାଢ଼ି ପିନ୍ଧିଥିବା ବେଳେ ଅନ୍ୟ ଏକ ଫଟୋରେ ସେ ଏକ ଲମ୍ବା ଗାଉନ୍ ପିନ୍ଧିଥିବା ଦେଖାଯାଇଛି। ଗାଉନ୍ ସହ ସେ ଯେଉଁ ହାର ଓ ମୁଦି ପିନ୍ଧିଛନ୍ତି, ତାହାର ମୂଲ୍ୟ ୨୦କୋଟି ବୋଲି ଜଣାପଡ଼ିଛି। ତେବେ ସେ ନିଜର ଗ୍ଲାମର ଲୁକ ସହ ଅଳଙ୍କାର ପାଇଁ ସବୁବେଳେ ଚର୍ଚାରେ  । ତାଙ୍କୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି । ତାଙ୍କ ଝିଅ ପାଇଁ ମଧ୍ୟ ସେ ବହୁତ ଚର୍ଚାରେ ଅଛନ୍ତି ।

Related posts

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ହିନା ଖାନ

mahabharatanews

ମା ବନିଲେ ସିଦ୍ଧୁଙ୍କ ମା ‘

mahabharatanews

‘The Keral Story’ ପଶ୍ଚିମବଙ୍ଗରେ ନିଷିଦ୍ଧ କାହିଁକି : ସୁପ୍ରିମକୋର୍ଟ

mahabharatanews