ଓଡିଶାଶିଶୁ ଭବନ ଛକରେ କଂଗ୍ରେସ କର୍ମୀ ,ପୁଲିସ ଧସ୍ତାଧସ୍ତିmahabharatanewsDecember 3, 2019 by mahabharatanewsDecember 3, 20190322 (ସରୋଜ କୁମାର ରାଉତ/ମହାଭାରତ)ଭୁବନେଶ୍ୱର: ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ରାଜଧାନୀରେ ବି ଏହାର ତାତି ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୧୧ଟାରେ କଂଗ୍ରେସ ପକ୍ଷରୁ ନବୀନ...
ଓଡିଶାମଧୁ ଆପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀmahabharatanewsDecember 3, 2019 by mahabharatanewsDecember 3, 20190294 (ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ୱର: ମଧୁ ଆପ୍ ଜରିଆରେ ମୋବାଇଲ୍ ବ୍ୟବହାର କରି ସମ୍ପୃକ୍ତ ବିଷୟକୁ ପୁଣି ଥରେ ପଢି଼ପାରିବେ ଛାତ୍ରଛାତ୍ରୀ । ତା ସହ ଚାପ୍ଟର୍ ଶେଷରେ ମଡେଲ୍ ପ୍ରଶ୍ନୋତ୍ତର ଅଭ୍ୟାସର ମଧ୍ୟ ସୁବିଧା ରହିଛି...
Uncategorizedଅଯୋଧ୍ୟା ମାମଲାରୁ ହଟିଲେ ଧାୱନmahabharatanewsDecember 3, 2019 by mahabharatanewsDecember 3, 20190264 (ନୂଆଦିଲ୍ଲୀ)ମହାଭାରତ: ଅଯୋଧ୍ୟା ମାମଲାରେ ସୁନ୍ନି ୱାକଫ ବୋର୍ଡ ଏବଂ ଅନ୍ୟ ମୁସଲିମ ପକ୍ଷଙ୍କ ତରଫରୁ ସୁପ୍ରିମକୋର୍ଟରେ ଲଢୁଥିବା ବରିଷ୍ଠ ଓକିଲ ରାଜୀବ ଧାୱନ ମାମଲାରୁ ହଟିଛନ୍ତି । ଏହି ମାମଲାରୁ ତାଙ୍କୁ ବାହାର କରାଯାଇ...
Uncategorizedସରକାରୀ କ୍ୱାର୍ଟରରେ ରହିବେ ଉଦ୍ଧବmahabharatanewsDecember 3, 2019 by mahabharatanewsDecember 3, 20190293 (ମୁମ୍ବାଇ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ବାସଭବନ ‘ମାତୋଶ୍ରୀ’ ଛାଡି ଏବେ ସରକାରୀ ବଙ୍ଗଳା ‘ବର୍ଷା’କୁ ଆସିବେ ବୋଲି ଜଣାଯାଇଛି । ଉଦ୍ଧବ ପୂର୍ବରୁ ନିଜ ବାସଭବନରରେ ରହି ସରକାରୀ କାର୍ଯ୍ୟ କରିବେ...
ଓଡିଶା୨ୟ ଦିନରେ ବାଲୁକା ମହୋତ୍ସବ, ପରିବେଶ ସୁରକ୍ଷାର ବାର୍ତ୍ତାmahabharatanewsDecember 3, 2019 by mahabharatanewsDecember 3, 20190289 (ଜୟନ୍ତ କୁମାର ସେଠୀ/ମହାଭାରତ )ଗୋପ: କୋଣାର୍କ ବାଲୁକା ମହୋତ୍ସବ ର ୨ୟ ଦିନ ରେ ବାଲୁକା ଶିଳ୍ପୀ ମାନେ ସେମାନଙ୍କର କଳା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ବିଶେଷକରି ପରିବେଶ ସୁରକ୍ଷା...
ଅପରାଧ୪ ଜଣ ପୋଲିସ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗmahabharatanewsDecember 3, 2019 by mahabharatanewsDecember 3, 20190373 (ଜୟନ୍ତ କୁମାର ସେଠୀ)ଗୋପ: ପୁରୀରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇ ଥିବା ଅଭିଯୋଗ ହୋଇଛି। ୪ ଜଣ ପୋଲିସ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ତେବେ ଘଟଣା ଜଣା ପଡିବା...
ଓଡିଶାକୋଣାର୍କ ଉତ୍ସବର ୨ୟ ଦିବସରେ ଇଣ୍ତୋନେସିଆ ବାଲିନିଜ ନୃତ୍ୟmahabharatanewsDecember 3, 2019 by mahabharatanewsDecember 3, 20190330 (ଜୟନ୍ତ କୁମାର ସେଠୀ)ଗୋପ: ମୁକ୍ତ ଅ।କାଶ ରଙ୍ଗ ମଂଚରେ ଅ।ୟୋଜିତ କୋଣାର୍କ ଉତ୍ସବ ୨୦୧୯ର ୨ୟ ସଂଧ୍ୟାରେ ପ୍ରଥମ ଉପସ୍ଥାପନା ଥିଲା ଇଣ୍ଡୋନେସିଅ।ରୁ ଅ।ସିଥିବା କଳାକାରଙ୍କ ଦ୍ଵାରା ରାମାୟଣ ମହାକାବ୍ୟ ଅଧାରିତ ସୀତା ହରଣ...
ଓଡିଶାମୟୁରଭଞ୍ଜ ଅଧ୍ୟାପିକା ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ମହିଳା କମିଶନmahabharatanewsDecember 3, 2019 by mahabharatanewsDecember 3, 20190294 (ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ଲାଗି ରହିଛି। ଏହାରି ମଧ୍ୟରେ ମଙ୍ଗଳବାର ରାଜ୍ୟ ମହିଳା କମିଶନ ଡକ୍ଟର...
ଓଡିଶାରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସmahabharatanewsDecember 3, 2019 by mahabharatanewsDecember 3, 20190284 (ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ଡିସେମ୍ବର ୩ ବିଶ୍ୱ ଭିନ୍ନକ୍ଷମ ଦିବସ । ଏହି ଅବସରରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିନେଇ ଦିବ୍ୟାଙ୍ଗ ମାନଙ୍କ...
ଅପରାଧଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମmahabharatanewsDecember 3, 2019April 4, 2022 by mahabharatanewsDecember 3, 2019April 4, 20220312 (ଦୀପକ ମିଶ୍ର)ଉଦଳା: ଆଜି ଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ । କିନ୍ତୁ ଏହି ଦିନରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କ ପ୍ରତି ହୋଇଥିବା ପାଶବିକ ଅତ୍ୟାଚାର ସାମ୍ନାକୁ ଆସିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ...