ଓଡିଶା୧ ବର୍ଷ ହେବ ନାନା ଅତ୍ୟାଚାର ଭୋଗୁଛୁ: ଉନ୍ନାଉ ପୀଡିତାଙ୍କ ବାପାmahabharatanewsDecember 7, 2019 by mahabharatanewsDecember 7, 20190327 (ମହାଭାରତ): ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶରେ ରାଜନୀତି ଜୋର ଧରିଛି । ପୀଡିତାର ପରିବାରକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭେଟିଛନ୍ତି । ପ୍ରିୟଙ୍କାଙ୍କୁ ପୀଡିତାଙ୍କ ପରିବାର ଏକ ବର୍ଷ...
ଅପରାଧସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲାmahabharatanewsDecember 7, 2019 by mahabharatanewsDecember 7, 20190300 (ନୂଆଦିଲ୍ଲୀ/ମହାଭାରତ): ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ଘଟଣା ପାଇଁ ପୋଲିସ ବିରୋଧରେ ୨...
ଅପରାଧଆତଙ୍କବାଦୀ ପଣ୍ଡିଂ ମାମଲା: ହାଫିସ ବିରୋଧରେ ଦୋଷ ସାବ୍ୟସ୍ତ ହେଲା ନାହିଁmahabharatanewsDecember 7, 2019 by mahabharatanewsDecember 7, 20190469 (ଇସଲାମବାଦ/ମହାଭାରତ): ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ପ୍ରତିବନ୍ଧିତ ସଂଗଠନ ଜାମତ ଉଦ ଦାବାର ମୁଖିଆ ହାଫିଜ ସଇଦକୁ ଲାହୋରର ଆତଙ୍କବାଦୀ ରୋଧୀ କୋର୍ଟରେ ଆତଙ୍କବାଦୀ ଫଣ୍ଡିଂ ମାମଲାରେ ଉପସ୍ଥିତ କରାଯାଇଥିଲା ।...
ଓଡିଶାବିଧାନସଭା ଆଗରେ ଅଖିଳେଶଙ୍କ ଧାରଣାmahabharatanewsDecember 7, 2019 by mahabharatanewsDecember 7, 20190328 (ମହାଭାରତ): ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କୁ ପୋଡି ହତ୍ୟା ଘଟଣାକୁ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି । ଏହି ଘଟଣାକୁ ପ୍ରତିବାଦ କରି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଧାନସଭା ଆଗରେ ଧାରଣା ଦେଇଛନ୍ତି...
ଅପରାଧଉନ୍ନାଓ ଘଟଣାକୁ ବିରୋଧ କରି ଝିଅକୁ ଜାଳିବାକୁ ମହିଳାଙ୍କ ଉଦ୍ୟମmahabharatanewsDecember 7, 2019 by mahabharatanewsDecember 7, 20190306 (ନୂଆଦିଲ୍ଲୀ/ମହାଭାରତ): ଉନ୍ନାଓ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ବିରୋଧ କରୁଥିବା ଜଣେ ମହିଳା ଶନିବାର ଦିନ ସଫଦରଜଙ୍ଗ ଡାକ୍ତରଖାନା ସାମ୍ନାରେ ନିଜ ୬ ବର୍ଷର ଝିଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା...
ଅପରାଧଜାମିନରେ ଆସି ନାବାଳିକାଙ୍କୁ ପୁଣି ଦୁଷ୍କର୍ମ ଉଦ୍ୟମ, ୨ ଅଭିଯୁକ୍ତ ଫେରାରmahabharatanewsDecember 7, 2019 by mahabharatanewsDecember 7, 20190361 (ମହାଭାରତ, ଚାନ୍ଦବାଲି): ଜାମିନରେ ଆସିବା ପରେ ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ଚାନ୍ଦବାଲିରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଇ ଅଭିଯୁକ୍ତ ପୀଡିତାଙ୍କ ପରିବାର ଉପରେ ଆକ୍ରମଣ...
ଓଡିଶାବିଧାୟକ ଉମାକାନ୍ତଙ୍କ ଦ୍ୱାରା ୫୮୦ ନୂତନ ରାଶନ କାର୍ଡ ପ୍ରଦାନmahabharatanewsDecember 7, 2019 by mahabharatanewsDecember 7, 20190537 (ଗୋପ/ମହାଭାରତ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ପରିସରରେ ସତ୍ୟବାଦୀ ବ୍ଲକର ୫୮୦ ଜଣଙ୍କୁ ନୂତନ ରାଶନ କାର୍ଡ ପ୍ରଦାନ କଲେ ବିଧାୟକ ଉମାକାନ୍ତ ସମାନ୍ତରାୟ । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଧାୟକ ଉମାକାନ୍ତ...
ଓଡିଶାମୃତ ନବଜାତ ପୁତ୍ର ଉଦ୍ଧାରmahabharatanewsDecember 7, 2019 by mahabharatanewsDecember 7, 20190305 (ମହାଭାରତ/ହିଞ୍ଜିଳି): ଗଂଜାମ ଜିଲ୍ଲାର ମୁଖ୍ୟମନ୍ତ୍ରୀ ର୍ନିବାଚନ ମଣ୍ଡଳୀ ହିଂଜିଳି କାଟୁରେ ପୁଣି ଥରେ ଅଲୋଡା ହୋଇପଡିଛି ନବଜାତ ଶିଶୁ ପୁତ୍ର । ଏଭଳି ଏକ ହୃଦୟ ବିଦାରକ ଘଟଣା ପୁଣି ଦେଖିବାକୁ ମିଳିଛି ହିଞ୍ଜିଳି...
ଅପରାଧଓଡିଶାଛାତ୍ରଙ୍କୁ ମାଡ଼ ମାରି ଅଡ଼ୁଅ।ରେ ଶିକ୍ଷକmahabharatanewsDecember 7, 2019 by mahabharatanewsDecember 7, 20190374 (ମହାଭାରତ/ଜଳେଶ୍ୱର): ଜଣେ ଶିକ୍ଷକ ଛାତ୍ରକୁ ମାଡ ମ।।ରିବା ଘଟଣାକୁ ନେଇ ଥାନାରେ ମାମଲା ପହଁଚିଛି । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ମଥାନୀ ପଞ୍ଚାୟତର ତିଗିରିଆ ହାଇସ୍କୁଲରେ । ସାଇକେଲରେ...
ଓଡିଶାପୁଣି ବିବାଦରେ ପାଉଁଶକୁଳିmahabharatanewsDecember 7, 2019 by mahabharatanewsDecember 7, 20190391 (ମହାଭାରତ/ଜଳେଶ୍ୱର): ପୂର୍ବରୁ ଭତ୍ତା ଓ ଗୃହ ବଣ୍ଟନ ପାଇଁ ବିବାଦରେ ଥିବା ପାଉଁଶକୁଳି ପଞ୍ଚାୟତ ଏବେ ପଂ·ୟତ ବୈଠକକୁ ନେଇ ପୁଣି ବିବାଦ ଘେରକୁ ଟାଣି ହୋଇ ଆସିଛି । ଅନ୍ୟାୟ ପ୍ରତିବାଦରେ ପଂ·ୟତ...