ଓଡିଶା

ବାଲୁକା ମାଧ୍ୟମରେ ସମୁଦ୍ର ଓ ସାମୁଦ୍ରିକ ଜୀବ ଜନ୍ତୁଙ୍କ ସୁରକ୍ଷା

(ଜୟନ୍ତ କୁମାର ସେଠୀ)ଗୋପ: ଆର୍ନ୍ତଜାତିକ କୋଣାର୍କ ବାଲୁକା ମହୋତ୍ସବର ୩ୟ ଦିବସରେ ବାଲୁକା ଶିଳ୍ପୀ ମାନେ ସମୁଦ୍ର ଓ ସାମୁଦ୍ରିକ ଜୀବ ଜନ୍ତୁଙ୍କ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ଏହା ସହିତ ନୈାବାଣିଜ୍ୟ,ଇଣ୍ଡିଅ।ନ ନାଭି, ବୋଇତ ବନ୍ଧାଣ, ସାଧବ ବୋହୂକୁ ବାଲୁକା କଳାରେ ଜିବନ୍ତ କରିଛନ୍ତି । ଏହାଛଡା ସାମୁଦ୍ରିକ ମତ୍ସ, ଡଲଫିନ୍, ସମୁଦ୍ର କୁ ପରିଷ୍କାର ରଖିବା ସହିତ ପ୍ଲାଷ୍ଟିକ ମୁକ୍ତ ସମୁଦ୍ରର ବାର୍ତ୍ତା ବାଣ୍ଟିଥିଲେ ବାଲୁକା ଶିଳ୍ପୀ । ସେପଟେ ବାଲୁକା ଶିଳ୍ପୀ ମାନଙ୍କର ଏଭଳି ହୃଦୟସ୍ପଶୀ କଳାକୁ ଅତି ନିକଟରୁ ଦେଖି ବେଶ୍ ଖୁସି ଅନୁଭବ କରିଛନ୍ତି ଦେଶ ବିଦେଶରୁ ଅ।ସିଥିବା ପର୍ୟ୍ୟଟକ ମାନେ ।

Related posts

ବୃଦ୍ଧି ପାଇଲା ବସ ଭଡା

mahabharatanews

ମଣ୍ଡିରେ ଭିଜୁଛି ହଜାର ହଜାର ବସ୍ତା ଧାନ, ଚିର ନିଦ୍ରାରେ ପ୍ରଶାସନ

mahabharatanews

ସଡକ ଦୁର୍ଘଟଣାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ

mahabharatanews