ଭାରତରାଜନୀତି

ବିଜେପି ସଂସଦୀୟ ବୋର୍ଡ ପୁର୍ନଗଠନ

ବାଦ୍ ପଡିଲେ ନୀତିନ ଗଡକରୀ ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀ: ବିଜେପି ସଂସଦୀୟ ବୋର୍ଡରେ ବଡ ପରିବର୍ତ୍ତନ କରାଯାଇଛି। ଏଥି ସହିତ ନିର୍ବାଚନ କମିଟିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସଂସଦୀୟ ବୋର୍ଡରେ ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂ, ଅମିତ ଶାହ, ବିଏସ ୟେଦୁରେପ୍ପା, ସର୍ବାନନ୍ଦ ସେନୱାଲ, କେ ଲଛମନ, ଇକବାଲ ସିଂ, ସୁଧା ଯାଦବ, ସତ୍ୟ ନାରାୟଣ ଜଟିଆ ପ୍ରମୁଖଙ୍କୁ ସାମିଲ କରାଯାଇଛି। ସେହିପରି ନିର୍ବାଚନ କମିଟିରେ ଦେବେନ୍ଦ୍ର ଫଡନାବିଶ, ଉମା ମାଥୁର, ବଏଲ ସନ୍ତାପଙ୍କୁ ସାମିଲ କରାଯାଇଛି। ଏଥି ସହିତ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ବାଦ ଦିଆଯାଇଛି।

Related posts

ପେଟିଏମକୁ ୫.୪୯ କୋଟି ଫାଇନ 

mahabharatanews

୨୮ରେ ମୁଖ୍ୟମନ୍ତ୍ରୀ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ

mahabharatanews

‘ତେଜସ’ ପରେ ଏବେ ଆଖି ବୁଜିଲା ଚିତାବାଘ ‘ସୁରଜ’

mahabharatanews